ସମୁଦ୍ର ମଝିରେ ପହଁରିବା ପରିବର୍ତ୍ତେ ମଣିଷ ପରି ଗୋଡରେ ଚାଲୁଛି ମାଛ

ଏବେ ୨୦୨୦ ମସିହା ଚାଲିଛି। ଏହି ବର୍ଷ ଅନେକ ଅଦ୍ଭୁତ୍‌ ଜିନିଷମାନ ଦେଖିବାକୁ ମିଳୁଛୁ। ସେମିତି କିଛି ଏବେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ମାଛ ପହଁରୁଥିବାର ଦେଖିଥିଲୁ। ହେଲେ ୨୦୨୦ ମସିହାରେ ଚାଲୁଥିବା ମାଛ ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି ମାଛ ସେଣ୍ଟ୍ରାଲ ଆମେରିକାର ଆଇଲ୍ୟାଣ୍ଡ ଅଫ୍‌ ରୋଟନ, ହୋଣ୍ଡର୍ସରେ ଦେଖିବାକୁ ମିଳିଛି।
ମିକ୍କି ଚାର୍ଟରିଶ ନାମକ ଜଣେ ବ୍ୟକ୍ତି ଅନେକ ବର୍ଷ ହେବ ସମୁଦ୍ର ଗଭୀରର ଜୀବଜନ୍ତୁଙ୍କ ଉପରେ ନଜର ରଖୁଛନ୍ତି। ଏକଦା ସେ ଉକ୍ତ ଆଇଲାଣ୍ଡରେ ଏହି ମାଛକୁ ଦେଖିବାକୁ ପାଇଲେ। ଏହାକୁ ସେ ବିଶ୍ୱାସ ମଧ୍ୟ କରିପାରିଲେ ନାହିଁ। ତେଣୁ ସେ ଏହାର ଭିଡିଓ ତିଆରି କଲେ, ଯାହାଫଳରେ ଲୋକମାନେ ତାଙ୍କ କଥାକୁ ବିଶ୍ୱାସ କରିପାରିବେ। ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବିରଳ ପ୍ରାଣୀକୁ ଶାର୍ଟନୋଜ ବ୍ୟାଟଫିସ୍‌ କୁହାଯାଉଛି। ଭିଡିଓରେ ଏହି ମାଛର ମୁଣ୍ଡରେ ସିଂଘ ଥିବା ଦେଖିବାକୁ ମିଳୁଛି। ଏଥିସହ ସେ ନିଜ ଫର୍ଣ୍ଣକୁ ଗୋଡପରି ବ୍ୟବହାର କରୁଛି। ଚାଲି ଚାଲି ଶିକାର କରୁଥିବା ଦେଖିବାକୁ ମିଳୁଛି।
ମିକ୍କି ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଜୀବ ଦେଖିବାକୁ ପାଇଛନ୍ତି। ଏହି ଚାଲୁଥିବା ମାଛ ତାଙ୍କୁ ସବୁଠାରୁ ବେଶି ଆଶ୍ଚର୍ଯ୍ୟ କରିଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Germany Election 2025: ଜର୍ମାନୀର ନୂଆ ଚାନ୍ସଲର ହେବେ ଫ୍ରେଡରିକ ମର୍ଜ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଦକ୍ଷିଣପନ୍ଥୀ ସରକାର

ବର୍ଲିନ,୨୪।୨: ରବିବାର ଜର୍ମାନୀରେ ଅନୁଷ୍ଠିତ ୨୦୨୫ ଜାତୀୟ ନିର୍ବାଚନରେ ଚାନ୍ସେଲର ଓଲାଫ ସ୍କଲଜଙ୍କ ସୋସିଆଲ ଡେମୋକ୍ରାଟିକ ପାର୍ଟି (ଏସପିଡି) ଏକ ବଡ଼ ପରାଜୟ ବରଣ କରିଛି।...

ରୁଷିଆକୁ ସମର୍ଥନ କରୁଥିବା ଲୋକଙ୍କୁ ୟୁକେ ମନା

ବ୍ରିଟେନ,୨୪।୨: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାର ଠିକ ତିନି ବର୍ଷ ପରେ ସୋମବାର ଘୋଷଣା ହେବାକୁ ଥିବା ନୂତନ କଟକଣା ଅନୁଯାୟୀ, ବ୍ରିଟେନ ରୁଷିଆକୁ...

୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଟ୍ରମ୍ପ

ଓ୍ବାଶିଂଟନ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂରା ଆକ୍ସନ ମୋଡ୍‌ରେ ଅଛନ୍ତି। USAIDର ୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିବା ନେଇ ଅଧିସୂଚନା ଜାରି...

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

କିଭ୍‌/ମସ୍କୋ(ରଏଟର୍ସ/ ଏଜେନ୍ସି),୨୪ା୨: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ...

USAID Controversy: ଆମେରିକାରୁ ମିଳିଛି ୭୫୦ ମିଲିୟନ ଡଲାର ପାଣ୍ଠି, ମାନିଲେ ଭାରତ ସରକାର, ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୨: ଆମେରିକୀୟ USAID ପାଣ୍ଠିକୁ ନେଇ ଭାରତରେ ରାଜନୀତି ସରଗରମ ରହିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ରିପୋର୍ଟ ଜାରି ହୋଇଛି। ରିପୋର୍ଟରୁ ଜଣାପଡିଛି...

ପାକିସ୍ତାନର ନିକଟତର ହେବାକୁ ଚାହୁଁଛି ବାଂଲାଦେଶ, ଆରମ୍ଭ ହେଲା ସିଧାସଳଖ ବାଣିଜ୍ୟ

ଇସଲାମାବାଦ,୨୩।୨: ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବାଣିଜ୍ୟ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ, ସରକାରୀ ସାମଗ୍ରୀ...

ଆସିଗଲା ଉଡ଼ନ୍ତା କାର…ଏବେ ଟ୍ରାଫିକ୍‌ ଜାମ ସମସ୍ୟାରୁ ମିଳିବ ମୁକ୍ତି, କିଣିବାକୁ ଚାହିଁଲେ ଗଣିବେ ଏତିକି…

ନୂଆଦିଲ୍ଲୀ,୨୩।୨: ଟ୍ରାଫିକ୍‌ ଜାମ ସମସ୍ୟା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱର ବଡ଼ ବଡ଼ ସହରରେ ରହିଛି। ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି, କହିଲେ ପାକିସ୍ତାନ ଯଦି ଭାରତ ଆଗକୁ ନ ଯିବ ତେବେ ମୋ ନାମ…

ଇସଲାମାବାଦ,୨୩।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କର ବିବାଦୀୟ ଏବଂ ମହତ୍ୱାକାଂକ୍ଷୀ ବୟାନ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image