ଏହି ଦେଶର କଠୋର ନିୟମ : ଓଜନ କମ୍‌ ବେଶି ହେଲେ କରିବାକୁ ପଡ଼ିବ ନୂଆ ପାସପୋର୍ଟ

ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ। ଯଦି ଏହି ପାସପୋର୍ଟ ବିନା ଅନ୍ୟ ଦେଶରେ ପ୍ରବେଶ କରି ଧରାପଡ଼ନ୍ତି, ତେବେ ସେଠାକାର ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ। ତେବେ
ଯୁକ୍ତରାଷ୍ଟ୍ରରେ, ଏକ ନିୟମ ଅଛି ଯଦି ଆପଣଙ୍କର ଓଜନ ଅଧିକ କିମ୍ବା କମ ହୋଇଯାଏ, ତେବେ ଆପଣଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ପଡିବ । ଏହା ବ୍ୟତୀତ, ଯଦି ଚେହେରାରେ ଅସ୍ତ୍ରୋପଚାର, ମୁହଁରେ ଟାଟୁ କିମ୍ବା ଚେହେରା କୌଣସି ପରିବର୍ତ୍ତନ କରିଛି ତେବେ ଏକ ନୂଆ ପାସପୋର୍ଟ କରିବା ଆବଶ୍ୟକ।

Share