ଆନ୍ଦୋଳନରୁ ଓହରିଲା ଆଉଟସୋର୍ସିଙ୍ଗ ସଂଘ

ଭୁବନେଶ୍ୱର,୧।୮(ଅସମାପିକା ସାହୁ)ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ପରେ ସେମାନଙ୍କ ଦାବି ସଂପର୍କରେ ବିସ୍କୃତ ଆଲୋଚନା କରାଯାଇଥିଲା। ଏହାପରେ ସେମାନେ ଆନ୍ଦୋଳନରେ ଓହରିଥିଲେ। ବୈଠକରେ ସେମାନଙ୍କ ବିଭିନ୍ନ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦିଆଯାଇଛି।

Share