ତାଜିକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ

ଦୁଶାନବେ,୨୦।୧: ତାଜିକିସ୍ତାନରେ ଶୁକ୍ରାବର ସକାଳୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୯.୧୦ରେ ୪.୫ ତୀବ୍ରତାର ଭୂକମ୍ପ ସୃଷ୍ଟିହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହାର ଭୂକମ୍ପ କେନ୍ଦ୍ର ୧୦ କିଲୋମିଟର ତଳେ ଥିଲା।

Share