Categories: Video

Stunning waterfalls of Odisha । ଓଡ଼ିଶାର ମନଲୋଭା ଜଳପ୍ରପାତ

Odisha is famous for its natural beauty. Waterfalls figure prominently among them. While some of them are quite famous and attract a large number of tourists, many are lesser known but equally stunning. Here we bring you some of the best waterfalls in our state.

ଆମ ରାଜ୍ୟ ଭରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଲାଗି ଅନେକ ପ୍ରସିଦ୍ଧି ଲାଭ କରିଛି। ସେଥିମଧ୍ୟରୁ ଜଳପ୍ରପାତ ଅନ୍ୟତମ। ଚାଲନ୍ତୁ ଜାଣିବା ଓଡ଼ିଶାରେ କେଉଁଠି କେଉଁଠି ମନଲୋଭା ଜଳପ୍ରପାତ ରହିଛି।