Posted inVideo

ଫାଶୀ ପାଇବେ ସବନମ୍‌!

Featured Video Play Icon

ଜଣେ ଝିଅ ଭଲପାଇବାରେ ଏଭଳି ଅନ୍ଧ ହୋଇଯାଇଥିଲେ ଯେ ନିଜ ପରିବାର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ବି ପଛାଇନଥିଲେ । ଏ ହତ୍ୟାକାଣ୍ଡ ଏଭଳି ଘଟିଥିଲା ଯେ ଯାହାକୁ କେହି କେବେ ବି କଳ୍ପନା କରିନଥିଲେ । ଏ ଘଟଣା ହେଉଛି ଏକ ଏଭଳି ଜଣେ ଝିଅର, ଯାହାକୁ ବାପା ମା’ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ । ପାଳି ପୋଷି ବଡ କରିଥିଲେ । ଭଲ ଶିକ୍ଷା ଦେଇଥିଲେ, ଭାଇମାନେ ବି ଭଉଣୀକୁ ଖୁବ୍‍ ଭଲ ପାଇବା ସହ ତା’ ପାଇଁ କୌଣସି ବି ଜିନିଷରେ ଉଣା କରୁନଥିଲେ ।

ହେଲେ ସେ ଝିଅ ନିଜ ପରିବାର ଲୋକଙ୍କର ଏଭଳି ଅବସ୍ଥା କରିଥିଲା ଯାହାକୁ ଆଜି ଶୁଣିଲେ ଲୋମ ଟାଙ୍କୁରି ଉଠିବା ସହ ଝିଅ ପ୍ରତି ମନରେ ଘୃଣା ଭାବ ଆସିଯିବ । ଆମେ କହୁଛୁ ଉତ୍ତରପ୍ରଦେଶର ଅମରୋହା ଠାରେ ରହୁଥିବା ସବନମ୍ ଙ୍କ ଜୀବନ କଥା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri