ବଲିଉଡରେ ଅନେକ ସମୟରେ ଷ୍ଟାରକିଡଙ୍କୁ ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ କିଛି ଅନେକ ସଫଳ ହୁଅନ୍ତି ଆଉ କିଛି ସେତେଟା ସଫଳତା ପାଇପାରନ୍ତି ନାହିଁ । ତେବେ ଆଜିର ଏପିସୋଡରେ ଦେଖିବା କେଉଁ ଷ୍ଟାରକିଡ୍ ବଲିଉଡରେ ନିଜ ମା’ ବାପାଙ୍କଠୁ ଅଧିକ ସଫଳ ହୋଇଛନ୍ତି ଓ ଦର୍ଶକ ସେମାନଙ୍କୁ ଢେରସାରା ଭଲପାଇବା ବି ଦେଇଛନ୍ତି ।