Categories: ଜାତୀୟ

ଛତିଶଗଡରେ ଏନକାଉଣ୍ଟର: ଜଣେ ନକ୍ସଲ ନିହତ

ରାୟପୁର,୨୭।୬: ଛତିଶଗଡର ସୁକମା ଜିଲା ଜଙ୍ଗଲରେ ପୋଲିସ -ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏରାବୋର ପୋଲିସ ଷ୍ଟେଶନ ପରିସରରେ ଏଡି ଘଟଣା ଘଟିଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି।

 

Share