Posted inଖେଳ

ପ୍ରଶଂସକଙ୍କୁ ଖୁସିଖବର ଦେଲେ ଏହି କ୍ରିକେଟର୍‌

କୋଲକାତା ନାଇଟ ରାଇଡର୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁନୀଲ ନାରିନ୍‌ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। ସୁନୀଲଙ୍କ ସ୍ତ୍ରୀ ନନ୍ଦିତା କୁମାର ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ପିତା ହେବେ ବୋଲି ଘୋଷଣା କରିଛନ୍ତି। ସୁନୀଲ ନନ୍ଦିତାଙ୍କ ସହ ଫଟୋ ଶେୟାର କରିଛନ୍ତି। ଉଭୟ ଏକ କୁନି ଡ୍ରୋସ୍‌ ଧରିଥିବା ଦେଖାଯାଇଛି। ଏହାସହ ଏବେ ୟୁଏଇରେ ଆଇପିଏଲ ଖେଳୁଥିବା ସୁନୀଲଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି। କିଛି ଦିନ ପୂର୍ବରୁ ସୁନୀଲ ନାରିନଙ୍କ ବୋଲିଂ ଆକ୍ସନକୁ ଆଇପିଏଲର ସନ୍ଦିଗ୍ଧ ବୋଲିଂ ଆକ୍ସନ କମିଟି ପକ୍ଷରୁ କ୍ଲିନ୍‌ଚିଟ ଦିଆଯାଇଛି। ଅକ୍ଟୋବର ୧୦ରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସୁନୀଲ ନାରିନଙ୍କ ବୋଲିଂ ଆକ୍ସନ ନେଇ ରିପୋର୍ଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Champions Trophy 2025: ଗିଲ୍‌ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ...

ବଡ଼ କୀର୍ତ୍ତିମାନ ହାସଲ କଲେ ରୋହିତ ଶର୍ମା: ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ଭାବେ…

ଦୁବାଇ,୨୦।୨: ରୋହିତ ଶର୍ମା ଦିନିକିଆ କ୍ରିକେଟ ଇତିହାସରେ ୧୧,୦୦୦ ରନ ପୂରଣ କରିଛନ୍ତି। ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ରାହିତ ତାଙ୍କ କ୍ୟାରିୟରରେ ୧୦,୯୮୮...

ଚମକିଲେ ଶାମି: ଭାରତକୁ ୨୨୯ ରନ୍‌ର ଟାର୍ଗେଟ୍‌

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ଖେଳି ଭାରତ ବିପକ୍ଷରେ ୨୨୮ ରନର ଲକ୍ଷ୍ୟ ରଖିଛି। ଟିମ ଇଣ୍ଡିଆକୁ ଏବେ ୨୨୯ ରନ...

ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଇତିହାସ ରଚିଲେ ମହମ୍ମଦ ଶାମି

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ମହମ୍ମଦ ଶାମି ଇତିହାସ ରଚିଛନ୍ତି। ସେ ଜାକେର ଅଲିଙ୍କ ରୂପରେ ତାଙ୍କର ୨୦୦ତମ ଦିନିକିଆ ଉଇକେଟ...

Rohit Sharma: ରୋହିତ ଶର୍ମାଙ୍କ ପାଇଁ ଏହି ଐତିହାସିକ ରେକର୍ଡରୁ ବଞ୍ଚିତ ହେଲେ ଅକ୍ଷର ପଟେଲ

ଦୁବାଇ,୨୦।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳୁଛି। ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ନାଜମୁଲ ହାସନ ସାଣ୍ଟୋ ଟସ ଜିତି...

ଧନଶ୍ରୀଙ୍କ ଠାରୁ ମୁକୁଳିବା ମାତ୍ରେ ୟୁଜଭେନ୍ଦ୍ର ଚହଲ କଲେ ବଡ଼ ଖୁଲାସା, ବିଶ୍ୱାସ କରିପାରୁ ନାହାନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୨୦ା୨: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡପତ୍ରର ଖବର ଲଗାତାର ଆସୁଛି। ଏବେ କୁହାଯାଉଛି ଯେ କିଛି ସମୟ...

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ଼ ଭବିଷ୍ୟବାଣୀ କଲେ IIT ବାବା, ରାଗିଗଲେ ପ୍ରଶଂସକ

ମୁମ୍ବାଇ,୨୦।୨: ଆଇସିସି ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମୁକାବିଲାକୁ ନେଇ ସାରା ବିଶ୍ୱର କ୍ରିକେଟ ପ୍ରେମୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିଛି ସମୟ ଧରି...

ଛାଡପତ୍ର ପରେ ଧନଶ୍ରୀଙ୍କୁ ଏତିକି ପରିମାଣର ଭରଣପୋଷଣ ରାଶି ଦେବେ ଚହଲ, ଶୁଣିଲେ ହେବେ ତାଜୁବ

ମୁମ୍ବାଇ: ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ବହୁତ ଦିନ ଧରି ଚାଲିଥିଲା ଏବଂ ଶେଷରେ ସେମାନଙ୍କ ଛାଡପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image