ମହାକାଶରେ ପହଞ୍ଚିବା ପରେ ଖୁସିରେ ଡେଇଁଲେ ସୁନୀତା ୱିଲିୟମ୍ସ: ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍‌,୭।୬: ଭାରତୀୟ ମୂଳ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ ୱିଲମୋର ସୁରକ୍ଷିତ ଭାବରେ ମହାକାଶରେ ପହଞ୍ଚିଛନ୍ତି। ମହାକାଶରେ ପହଞ୍ଚିବା ପରେ ୱିଲିୟମ୍ସ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି। ବୋଇଙ୍ଗର ଷ୍ଟାରଲିନର୍‌ ମହାକାଶଯାନରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯିବା ବାଟରେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀ ବୁଚ ୱିଲମୋର ମଧ୍ୟ ଉଡ଼ାଣ କ୍ଷମତା (ମାନୁଆଲ ପାଇଲଟିଂ) ପରୀକ୍ଷା କରିଥିଲେ। ଉଭୟେ ସଦସ୍ୟ ଭାବରେ ମହାକାଶଯାନକୁ ନିୟନ୍ତ୍ରଣ କରି ଇତିହାସ ସୃଷ୍ଟି କରିଥିଲେ। ଏମିତି କରିବାରେ ସୁନୀତା ପ୍ରଥମ ମହିଳା ହୋଇଛନ୍ତି।
ୱିଲିୟମ୍ସ ପୂର୍ବରୁ ଭଗବାନ ଗଣେଶ ଏବଂ ଭଗବଦ ଗୀତା ମହାକାଶକୁ ନେଇଛନ୍ତି। ବର୍ତ୍ତମାନ ଏହା ହେଉଛି ତାଙ୍କର ତୃତୀୟ ମହାକାଶ ଯାତ୍ରା। ସେ ସ୍ପେସ ଷ୍ଟେଶନରେ ପହଞ୍ଚିବା ପରେ ସ୍ବତନ୍ତ୍ର ଢଙ୍ଗରେ ଏହାର ସେଲିବ୍ରେଶନ କରିଥିଲେ। ସେ ମହାକାଶରେ ପହଞ୍ଚିବା ମାତ୍ରେ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡର ଓ୍ବେୟାରକୁ ନେଇ ଏମିତି ଗାଇଡ ଲାଇନ ଜାରି କଳା ଏୟାର ଲାଇନ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ, ୧୮।୯: ଆମେରିକାର ଡେଲଟା ଏୟାରଲାଇନ୍ସ ଅନ୍ତବସ୍ତ୍ର ବା ଅଣ୍ଡର ଓ୍ବେୟାରକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଦୁଇ ପୃଷ୍ଠାର ଗାଇଡଲାଇନ ବାହାରିବା...

ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ…

ଢାକା,୧୮।୯: ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଅତିରିକ୍ତ ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ବଶ୍ୱବ୍ୟାଙ୍କ ମଙ୍ଗଳବାର ଘୋଷଣା କରିଛି। ଗୁରୁତ୍ୱପୂର୍ଣ୍ଣ ସୁଧାର,...

ପେଜର କ’ଣ? କେମିତି ହୁଏ ବ୍ଲାଷ୍ଟ

ବେରୁତ,୧୮।୯: ଲେବାନନର ପେଜର୍‌ ବ୍ଲାଷ୍ଟରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦୦୦ଲୋକ ଆହତ ହୋଇଛନ୍ତି। ଲେବାନନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ,...

ନିର୍ବାଚନ ପ୍ରଚାର ମଧ୍ୟରେ ମୋଦିଙ୍କୁ ଭେଟିବାକୁ କାହିଁକି କହିଲେ ଟ୍ରମ୍ପ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟ ପ୍ରତିଯୋଗିତା ହେଉଛି ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ। ନିର୍ବାଚନ ପାଇଁ...

ମାତ୍ର ୩ ଗ୍ରାମ ବାରୁଦରେ ଥରି ଉଠିଲା ହିଜବୁଲ, ଜାଣନ୍ତୁ ପେଜର ବ୍ଲାଷ୍ଟର ପୁରା ପ୍ଲାନିଂ

ବେରୁତ,୧୮।୯: ଲେବାନନରେ ହଜାର ହଜାର ପେଜର୍‌ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଲେବାନନ ମିଲିସିଆ ହିଜବୁଲ ବହୁ କ୍ଷତି ସହିଥିବା ଜଣାଯାଇଛି।...

ଅଚାନକ କମଲା ହାରିସଙ୍କ ପ୍ରଶଂସା କଲେ ଟ୍ରମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ...

ଲୋକଙ୍କ ଖାଦ୍ୟ ପାଇଁ ମରାଯିବ ୨୦୦ ହାତୀ

ହରାରେ, ୧୮।୯:ଏଲ୍‌ନିନୋ ପ୍ରଭାବରେ ଜିମ୍ବାଓ୍ବେ ଓ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକରେ ୪ ଦଶନ୍ଧି ମଧ୍ୟରେ ସବୁଠୁ ଉତ୍କଟ ମରୁଡ଼ି ସ୍ଥିତି ଦେଖାଦେଇଛି। ଏହାର ପ୍ରଭାବରେ...

ଇନଷ୍ଟା ୟୁଜର୍ସଙ୍କ ପାଇଁ ବଡ଼ ସୂଚନା, ଏବେ ପବ୍ଲିକ ରଖିପାରିବେନି…

ନୂଆଦିଲ୍ଲୀ,୧୭।୯: ମେଟା ପ୍ଲାଟଫର୍ମ ସୋସିଆଲ ମିଡିଆରୁ ନକରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ୍‌ ଆକାଉଣ୍ଟ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri