ମହିଳା ଫ୍ୟାନ୍ସ ସେଲଫି ନେବାରୁ ପଛକୁ ହଟିଗଲେ ସନି ଦେଓଲ, ଭିଡିଓ ଭାଇରାଲ

ମୁମ୍ବାଇ: ସନି ଦେଓଲ ଓ ଅମିଷା ପଟେଲଙ୍କ ପିଲ୍ମ ଗଦର-୨ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମ ୫ଦିନରେ ୨୦୦କୋଟି ଟଙ୍କା ରୋଜଗାର କରିଛି। ୨୨ବର୍ଷ ପରେ ଏହି ଲୋକପ୍ରିୟ ଯୋଡି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି। ତେବେ ଗଦର ୧ ହେଉ କି ଗଦର ୨ ତାରା ସିଂ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ବୁଧବାର ସନିଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି।

Share