କାଟ୍ରିନାଙ୍କ ସହ ସମ୍ପର୍କକୁ ନେଇ ଏପରି କହିଲେ ବିକିଙ୍କ ଭାଇ

ମୁମ୍ବାଇ: କାଟ୍ରିନା ଓ ବିକି ର୍ନିବନ୍ଧ କରିଥିବା ଚର୍ଚ୍ଚାକୁ ଆସିଛିି। ଏ ନେଇ ମୁହଁ ଖୋଲିଛନ୍ତି ବିକିଙ୍କ ଭାଇ ସନ୍ନି କୌଶଲ।
ଏ ବିଷୟରେ ପ୍ରଥମେ ଜାଣିବା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ବହୁତ ହସିଥିଲେ। ସେଦିନ ତାଙ୍କ ପରିବାର ପାଇଁ ବହୁତ ମଜାଳିଆ ଦିନ ଥିଲା। ଫିଲ୍ମ ‘ ଦ ଫରଗଟନ ଆର୍ମି’ର ରିଲିଜ ଦିନ କାଟ୍ରିନାଙ୍କୁ ସାକ୍ଷାତ କରିବା ପରେ ସେ ବହୁତ ଭଲ ବୋଲି କୌଶଲ କହିଛନ୍ତି। ଏବେ ସେମାନଙ୍କ ର୍ନିବନ୍ଧକୁ ନେଇ ହୋଇଥିବା ଗୁଜବ ପରିବାରରେ ବିବାଦ ସୃଷ୍ଟି ହୋଇଥିବା ସେ ସୂଚନା ଦେଇଛନ୍ତି। ତେବେ ଗତମାସରେ ଏହି ଖବର ଗୁଜବ ହେବା ପରେ ସେମାନେ ର୍ନିବନ୍ଧ କରିନଥିବା ନେଇ କାଟ୍ରିନାଙ୍କ ମୁଖପାତ୍ର ଜୁମ ଟିଭି ମାଧ୍ୟମରେ କହିଥିଲେ।

 

Share