Categories: ଖେଳ

ପ୍ରଥମେ ବ୍ୟାଟିଂ କରିବ ଆରସିବି

ଚେନ୍ନାଇ, ୧୪ା୪- ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି)। ଟସ୍‌ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ୍‌ ଓ୍ବାର୍ନର। ତେବେ ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହିଁ ପ୍ରାୟ ଜିତୁଛନ୍ତି। ହାଇଦ୍ରାବାଦ୍‌ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ମହମ୍ମଦ ନବିଙ୍କ ବଦଳରେ ଜାସନ ହୋଲ୍ଡରଙ୍କୁ ସ୍ଥାନ ମିଳିଛି। ସେହିଭଳି ଆରସିବି ଦଳକୁ ଫେରିଛନ୍ତି ଦେବଦତ୍ତ ପାଡିକଲ।

Share