Categories: Video

Super 30 – Public Opinion | ରିଲିଜ ହେଲା ସୁପର ୩୦

Hrithik Roshan starrer Super 30 hit the screens this Friday. The audience seems to have given the movie a thumbs up. Hrithik’s acting as a mathematician in this real-life based film is also being appreciated. Its box-office performance, however, will only be known in the days to come.

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ହ୍ରିତିକ୍‌ ରୋଶନଙ୍କ ଆଓ୍ବେଟେଡ ଫିଲ୍ମ ‘ସୁପର ୩୦’। ରିଲିଜର ପ୍ରଥମ ଦିନରେ ହିଁ ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିଛି। ଏଥିରେ ହ୍ରିତିକ୍‌ ଏକ ଭିନ୍ନ ଭୂମିକାରେ ନଜର ଆସିଛନ୍ତି।