Categories: ଜାତୀୟ

ଡିଇଆରସି ଭାବେ ନିଯୁକ୍ତ ହେଲେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜୟନ୍ତ ନାଥ

ନୂଆଦିଲ୍ଲୀ,୪।୮: ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜୟନ୍ତ ନାଥଙ୍କୁ ସୁପ୍ରିମକୋର୍ଟ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗ (ଡିଇଆରସି)ର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା ପାରିତ ହୋଇଛି।

Share