Categories: ଜାତୀୟ

ରାଜସ୍ଥାନୀ ଭାଷାକୁ ସାମ୍ବିଧାନିକ ଭାଷା ଭାବେ ମାନ୍ୟତା ଦେବା ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୭: ଦେଶର ଅଷ୍ଟମ ସାମ୍ବିଧାନିକ ସରକାରୀ ଭାଷାରେ ରାଜସ୍ଥାନୀ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାଖଲ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଯାଚିକାରେ ଅପିଲ କରାଯାଇଥିଲା କି, ସୁପ୍ରିମକୋର୍ଟ ରାଜସ୍ଥାନୀ ଭାଷାକୁ ସରକାରୀ ଭାଷା ଭାବରେ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏହି ମାମଲାକୁ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏହା ବିଧାନସଭା କାର୍ଯ୍ୟକ୍ଷେତ୍ରରେ ଅର୍ନ୍ତଭୁକ୍ତ ତେଣୁ କେବଳ ବିଧାନସଭା ହିଁ ଏନେଇ ପଦକ୍ଷେପ ନେଇ ପାରିବେ।

Share