Posted inଜାତୀୟ

ସାର୍ବଜନିକ ହେଉ ଭୋଟିଂ ଡାଟା, ADRର ଆବେଦନକୁ ନିନ୍ଦା କଲେ ସୁପ୍ରିମକୋର୍ଟ, ଆବେଦନ ଟାଇମିଂକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୪।୫: ସୁପ୍ରିମକୋର୍ଟ ଶୁକ୍ରବାର (୨୪ ମେ’)ରେ ନିର୍ବାଚନ ଆୟୋଗଙ୍କୁ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି। ସଂପୂର୍ଣ୍ଣ ଭୋଟିଂ ଆକଳନ ବିଳମ୍ବରେ ପ୍ରକାଶ ପାଇବା ନେଇ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ ଏକ ପିଟିସନ ଶୁଣାଣି କରିଥିଲେ। ଲୋକ ସଭା ନିର୍ବାଚନ ସମୟରେ ଭୋଟ ପ୍ରତିଶତ ସଂଖ୍ୟାକୁ ନିଜ ୱେବସାଇଟରେ ଅପଲୋଡ କରିବା ସମ୍ପର୍କରେ କୋର୍ଟ କୌଣସି ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ଭୋଟ ଦେବାର ୪୮ଘଣ୍ଟା ମଧ୍ୟରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦିଆଯାଇଥିବା ଭୋଟର ତଥ୍ୟ ୱେବସାଇଟରେ ରଖିବାକୁ କୋର୍ଟ ଏକ ଆବେଦନ ଶୁଣାଣି କରିଛନ୍ତି। କୋର୍ଟ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି। ସୂଚନାଯୋଗ୍ୟ, ଏନଜିଓ ଆସୋସିଏଶନ ଫର ଡେମେକ୍ରେଟିକ ରିଫରମର୍ସ ଏହି ଆବେଦନ କରିଥିଲା। ନିର୍ବାଚନ ଆୟୋଗ କୋର୍ଟଙ୍କୁ କହିଛନ୍ତି ଯେ ଫର୍ମ ୧୭ସି (ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦିଆଯାଇଥିବା ଭୋଟର ତଥ୍ୟ) ୱେବସାଇଟରେ ଅପଲୋଡ କରିବା ଅନୁଚିତ।
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୫ଟି ପର୍ଯ୍ୟାୟ ନିର୍ବାଚନ ହୋଇଛି। ବର୍ତ୍ତମାନ ପ୍ରକ୍ରିୟା ବଦଳାଇବାକୁ ନିର୍ବାଚନ ଆୟୋଗ ଉପରେ ଚାପ ପକାଇବା ଠିକ ହେବ ନାହିଁ। ନିର୍ବାଚନ ଆୟୋଗର ଓକିଲ ମନିନ୍ଦର ସିଂ କହିଛନ୍ତି ଯେ ଆବେଦନକାରୀ ADR ର ଉଦ୍ଦେଶ୍ୟ ହେଉଛି ଭୋଟରଙ୍କୁ ଦ୍ୱନ୍ଦରେ ପକାଇବା। ADR ର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରି ସୁପ୍ରିମକୋର୍ଟ ୨୬ ଏପ୍ରିଲରେ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନଙ୍କ କାର୍ଯ୍ୟକାଳରେ ଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ,୨୬ା୧୨: ସରଳତାରେ ପରିପୂର୍ଣ୍ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଅନେକ ବଡ ଉପଲବ୍ଧି ହାସଲ କରିଥିବା ବେଳେ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା।...

ସେହି ୪ ଘଟଣା, ଯେବେ ଅପମାନର ବିଷ ପିଇ ବି ଦେଶ ପାଇଁ କାମ କରି ଚାଲିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୧୨: ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନ ବାର୍ଦ୍ଧକ୍ୟ...

ପାକିସ୍ତାନର ଏହି ଗାଁରେ ଜନ୍ମ ନେଇଥିଲେ ମନମୋହନ, ଏବେ ତାଙ୍କ ନାମରେ ନିର୍ମାଣ ହୋଇଛି ସ୍କୁଲ; ପ୍ରଧାନମନ୍ତ୍ରୀ ହେବା ପରେ…

ନୂଆଦିଲ୍ଲୀ,୨୬।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ...

ମନମୋହନ ସିଂ: ଭାରତର ଦିଗ ବଦଳାଇଥିବା ସରଳ ନେତା

ନୂଆଦିଲ୍ଲୀ,୨୬ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂ ଜଣେ ମହାନ ଅର୍ଥନୀତିଜ୍ଞ ଏବଂ ସରଳତାରେ ପରିପୂର୍ଣ୍ଣ ନେତା ଥିଲେ। ୧୯୯୧ ରେ, ସେ ପ୍ରଧାନମନ୍ତ୍ରୀ...

ମନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ମନମୋହନଙ୍କ ପରଲୋକରେ ଶୋକର ଛାୟା...

ଆର୍ଥିକ ଉଦାରୀକରଣ, ନରେଗା, ଆଧାର ଏବଂ RTI ରେ ପ୍ରମୁଖ ଭୂମିକା….ଜାଣନ୍ତୁ ମନମୋହନଙ୍କ ସମସ୍ତ ଉପଲବ୍ଧି

ନୂଆଦିଲ୍ଲୀ,୨୬ା୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତର ଜଣାଶୁଣା ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂ ଗୁରୁବାର ରାତିରେ ପ୍ରାଣତ୍ୟାଗ କରିଛନ୍ତି। ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ...

କଂଗ୍ରେସକୁ ଏଏପିର ୨୪ ଘଣ୍ଟିଆ ଅଲ୍ଟିମେଟମ, ପ୍ରତିକ୍ରିୟା ରଖିଲେ ଭେନୁଗୋପାଲ

ନୂଆଦିଲ୍ଲୀ,୨୬।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) କଂଗ୍ରେସକୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri