Categories: ରାଜ୍ୟ

ଜିତିଲେ ସୁରେଶ ପୂଜାରୀ

ଭୁବନେଶ୍ୱର,୪।୬: ବ୍ରଜରାଜନଗରରେ ଫୁଟିଲା ପଦ୍ମ। ବିଜୟୀ ହେଲେ ଭାଜପା ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ। ସୁରେଶ, ବିଜେଡିର ଅଳକା ମହାନ୍ତିଙ୍କୁ ୨୨,୦୦୨ ଭୋଟ ବ୍ୟବଧାନରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି। ସେ ୭୧,୭୯୭ ଭୋଟରେ ବିଜୟୀ ହୋଇଛନ୍ତି।

Share