Posted inVideo

Surgery of Jaga, Kalia features in Limca Book of Records। ଲିମକା ବୁକ୍‌ରେ ଜଗା-କାଳିଆଙ୍କ ଅସ୍ତ୍ରୋପଚାର

Featured Video Play Icon

The successful craniopagus surgery that separated conjoined twins Jaga and Kalia has featured in the 2020 edition of the Limca Book of Records as the first such operation in the country. Led by neurosurgeon Prof Ashok Kumar Mahapatra, a team of 125 doctors and paramedical staff separated 28-month-old conjoined twins from Kandhamal district at AIIMS in New Delhi. The complex surgery was conducted in two stages, first August 28, 2017 and then October 25, 2017.

କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କଠାରେ ହୋଇଥିବା ଅସ୍ତ୍ରୋପଚାର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍‌ସର ୨୦୨୦ ସଂସ୍କରଣ ପାଇଁ ସ୍ଥାନ ପାଇଛି। ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୨୦୧୭ରେ ନୂଆଦିଲ୍ଲୀସ୍ଥିତ ଏମ୍‌ସଠାରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏହି ଜଟିଳ ଅସ୍ତ୍ରୋପଚାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri