Categories: ଖେଳ

ଆଇପିଏଲ୍‌ରୁ ବାଦ୍‌ ପଡିଲେ ଉନାଡକଟ୍‌

ଲକ୍ଷ୍ନୌ,୧୮ା୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଲରାଉଣ୍ଡର ଜୟଦେବ ଉନାଡକଟ୍‌ ବାମ କାନ୍ଧରେ ଆଘାତ ଲାଗି ଅବଶିଷ୍ଟ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇର ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଜ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ନେଟ୍ସରେ ଟ୍ରେନିଂ ବେଳେ ଉନାଡକଟଙ୍କ କାନ୍ଧରେ ଆଘାତ ଲାଗିଥିଲା। ଦୁଇ ସପ୍ତାହ ପରେ ଉନାଡକଟଙ୍କ ସ୍ଥାନରେ ଜଣେ ଖେଳାଳିଙ୍କୁ ବଦଳ କରାଯାଇଛି। ସୂର୍ଯ୍ୟାଂଶ ୨୦ ଲକ୍ଷ ଟଙ୍କା ବିନିମୟରେ ଲକ୍ଷ୍ନୌରେ ଯୋଗ ଦେଇଛନ୍ତି।

Share