ସୁଶାନ୍ତଙ୍କ ‘ଛିଛୋରେ’କୁ ମିଳିଲା ଶ୍ରେଷ୍ଠ ଫିଲ୍ମ

ନୂଆଦିଲ୍ଲୀ,୨୨।୩ :  ୨୦୧୯ ବର୍ଷ ପାଇଁ ସୋମବାର ଘୋଷଣା କରାଯାଇଛି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଚୋରେ’କୁ ମିଳିଛି ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର। ଏହା ଥିଏଟରରେ ରିଲିଜ ହୋଇଥିବା ସୁଶାନ୍ତଙ୍କ ଅନ୍ତିମ ଫିଲ୍ମ। ନୀତେଶ ତିଓ୍ବାରୀ ଫିଲ୍ମର ନିର୍ଦ୍ଦେଶନ ଦେଇଥିବାବେଳେ ଶ୍ରଦ୍ଧା କପୁର, ତାହିର ରାଜ ଭାସିନ, ପ୍ରତିକ ବବର, ନବୀନ ପୋଲିଶେଟ୍ଟି, ତୁଷାର ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ।

Share