Categories: Video

Sushma Swaraj passes away । ଚିର ନିଦ୍ରାରେ ସୁଷମା

Former External Affiars Minister of India and BJP heavyweight Sushma Swaraj is no more. She passed away Tuesday night owing to a heart stroke. The entire country is shocked to learn about her demise. Loved and admired across party lines, Sushma was a great parliamentarian, orator, leader and a true patriot.

ପରଲୋକରେ ବରିଷ୍ଠ ଭାଜପା ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। ମଙ୍ଗଳବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ସୁଷମାଙ୍କ ଆକସ୍ନିକ ବିୟୋଗ ସାରାଦେଶକୁ ସ୍ତବ୍ଧ କରିଦେଇଛି।