Advertisement

ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଆଠଗଡ଼,୨୬।୨(ସତ୍ୟପ୍ରକାଶ ରଥ): କଟକ ଜିଲା ଆଠଗଡ ବ୍ଲକ ଖୁଣ୍ଟୁଣୀ ଥାନା ରାଣୀଣିଆ ଆଦର୍ଶ କାରାଗାର୍‌ରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମହମ୍ମଦ ତୟବ। ତିଗିରିଆ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ତୟବଙ୍କ ପରିବାର। ଏହାର ପ୍ରତିବାଦରେ ମୃତକଙ୍କ ଗ୍ରାମ ତିଗିରିଆ ଥାନା ପଙ୍କାଳ ଠାରେ ୬୫ନଂ ରାଜା ଆଠଗଡ- ନରସିଂହ ପୁର ରାସ୍ତା ଗ୍ରାମ ବାସୀଙ୍କ ଦାରା ଅବରୋଧ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share