ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ପହଞ୍ଚିଲେ ହ୍ରିତିକ୍‌ ରୋଶନଙ୍କ ପୂର୍ବପତ୍ନୀ

ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍‌ ପେସାରେ ଜଣେ ଇଣ୍ଟେରିୟର ଡିଜାଇନର। ସେ ଏବେ ବାନ୍ଦ୍ରା ପୋଲିସ ଷ୍ଟେଶନକୁ ନୂଆ ରୂପ ଦେବାରେ ଲାଗିପଡ଼ିଛନ୍ତି। ଶନିବାର ତାଙ୍କୁ ଷ୍ଟେଶନ ବାହାରେ ଦେଖାଯାଇଥିଲା। ସୁଜୈନଙ୍କ ସହ ତାଙ୍କ ପୁରା ଟିମ୍‌ ମଧ୍ୟ ଥିଲା।

କିଛି ଦିନ ଧରି ଡ୍ରଗ୍ସ ମାମଲାକୁ ନେଇ ଖୋଳତାଡ଼ ଚାଲିଥିବାରୁ ପୋଲିସ ଅନେକ ଅଭିନେତା ତଥା ଅଭିନେତ୍ରୀଙ୍କୁ ସମନ କରୁଛି। ଏପରିସ୍ଥଳେ ହଠାତ ସୁଜୈନଙ୍କୁ ପୋଲିସ ଷ୍ଟେଶନ ବାହାରେ ଦେଖି ସମସ୍ତେ ରହସ୍ୟ କ’ଣ ବୋଲି ଖୋଳତାଡ଼ କରିଥିଲେ। ହେଲେ ସୁଜୈନ କାମରେ ପୋଲିସ ଷ୍ଟେଶନ ଆସିଥିବା ଜଣାପଡ଼ିଥିଲା। କାଜୁଆଲ ଆଉଟ୍‌ଫିଟ୍‌ରେ ତାଙ୍କ ଲୁକ୍‌ ବେଶ୍‌ ଭଲ ଲାଗୁଥିଲା। କ୍ୟାମେରାକୁ ଦେଖି ସେ ହସିହସି ପୋଜ୍‌ ମଧ୍ୟ ଦେଇଥିଲେ।

ନିକଟରେ ସୁଜୈନ ନିଜ ଘରକୁ ମଧ୍ୟ ସଜାଇଛନ୍ତି। ମୁମ୍ବାଇର ଜୁହୁରେ ଥିବା ଆପାର୍ଟମେଣ୍ଟକୁ ସେ ନୂଆ ରୂପ ଦେଇଥିବା ନେଇ ଏକାଧିକ ଫଟୋ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନିବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର: ବାଜି ମାରିନେନେଲା ଏହି ଚାରି ସିନେମା

ଭୁବନେଶ୍ୱର,୧୪।୧୧: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର...

ଭରା ଦର୍ଶକଙ୍କ ଆଗରେ ପ୍ରଦର୍ଶନ କରୁଥିଲେ ମିକା ସିଂହ; ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ପାକିସ୍ତାନୀ ପ୍ରଶଂସକ

ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଗାୟକ ମିକା ସିଂହ ନିଜର ହିଟ୍ ଗୀତ ପାଇଁ କେବଳ ଭାରତରେ ନୁହେଁ ବିଶ୍ୱରେ ପ୍ରସିଦ୍ଧ। ଅନେକ ବ୍ଲକବଷ୍ଟର ଗୀତାରେ...

ସାତସାନ ଯୁବକଙ୍କ ପ୍ରେମରେ ଉବୁଟୁବୁ ୪୯ ବର୍ଷୀୟା ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଆଲୋଚନାକୁ ଆସିଛନ୍ତି। ୪୯ ବର୍ଷୀୟ...

ସଲମାନଙ୍କ ପୂର୍ବ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ

ବମ୍ବେ: ବିବାଦରେ ରହି ଆସୁଥିବା ଅଭିନେତ୍ରୀ ସୋମି ଅଲିଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ମାନବ ଚାଲାଣ ଶିକାର ହୋଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ...

ମୁଁ ବେଦାଙ୍ଗଙ୍କୁ ଡେଟ୍‌ କରୁନାହିଁ: ଖୁସି କପୁର

ମୁମ୍ବାଇ: ସ୍ବର୍ଗତା ଅଭିନେତ୍ରୀ ଶ୍ରୀଦେବୀ ଏବଂ ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ବଡ଼ ପରଦାରେ ପାଦ ଥାପି ସାରିଛନ୍ତି। ଗତବର୍ଷ...

ଅଭିଷେକଙ୍କୁ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ନିମ୍ରତ, କହିଲେ ଲୋକେ ଜଳି ଯାଉଛନ୍ତି…

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ନିମ୍ରତ କୌର ଖବର ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ଅଭିଷେକ ବଚ୍ଚନଙ୍କ ସହିତ ତାଙ୍କର...

‘ଲାପତା ଲେଡିଜ୍‌’ରୁ କାହିଁକି ହେଲା ‘ଲଷ୍ଟ ଲେଡିଜ୍‌’, ଭାଇରାଲ ହେଉଥିବା ପୋଷ୍ଟରର ସତ୍ୟତା ଜାଣନ୍ତୁ…

ମୁମ୍ବାଇ: କିରଣ ରାଓଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ୍‌’ ହେଉଛି ୨୦୨୫ ବର୍ଷ ଓସ୍କାର ପାଇଁ ଏଣ୍ଟ୍ରି କରିଛି। ଓସ୍କାର ପୁରସ୍କାର ପୂର୍ବରୁ ଆମିର ଖାନ...

ଅଭିନେତ୍ରୀଙ୍କୁ ହତ୍ୟା ଧମକ: ୨ ଦିନରେ ୫୦ ଲକ୍ଷ ଟଙ୍କା ନ ଦେଲେ ଉଡାଇଦେବୁ

ନୂଆଦିଲ୍ଲୀ,୧୩।୧୧: ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri