ସ୍ବରାଙ୍କ ଓ୍ବେବ୍‌ ସିରିଜ୍‌ ‘ରସଭରୀ’କୁ ହଟାଇଲା ଆମାଜନ୍‌ ପ୍ରାଇମ୍‌ !

ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ସ୍ବରା ଭାସ୍କର ଅଭିନୀତ ଓ୍ବେବ୍‌ ସିରିଜ୍‌ ‘ରସଭରୀ’ର ରିଲିଜ ହୋଇଥିଲା। ଆମାଜନ ପ୍ରାଇମ୍‌ ଭିଡିଓରେ ଏହାକୁ ରିଲିଜ କରାଯାଇଥିଲା। ହେଲେ ଏହାକୁ ଓଟିଟି ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। କଥାଟି କେତେ ସତ କେତେ ମିଛ କେହି ଜାଣି ନ ଥିଲେ ସୁଦ୍ଧା ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିଲା। ଏବେ ଏ ନେଇ ମୁହଁ ଖୋଲିଛନ୍ତି ସ୍ବରା।

ଏକ ବ୍ୟବହାରକାରୀ କରିଥିବା ଟୁଇଟରେ କମେଣ୍ଟ ଦେଇଛନ୍ତି ସ୍ବରା। ରସଭରୀକୁ ହଟାଯାଇଥିବା ଖବର ମିଥ୍ୟା ବୋଲି ସେ କହିଛନ୍ତି। ଆଇଏମ୍‌ଡିବିରେ ଖରାପ ରେଟିଂ ଯୋଗୁ ଓ୍ବେବ୍‌ ସିରିଜ୍‌ ହଟାଯାଇଥିବା ଖବର ମିଥ୍ୟା ବୋଲି ସେ ସ୍ପଷ୍ଟ କରିଛନ୍ତି।
କହିରଖୁଛୁ, ସ୍ବରାଙ୍କ ଏହି ଓ୍ବେବ୍‌ସିରିଜ୍‌ ପୂର୍ବରୁ ବିବାଦ ଘେରକୁ ଆସିଥିଳା। ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ୍‌ ଜୋଶୀ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସିରିଜ୍‌ରେ ଥିବା କିଛି ଦୃଶ୍ୟରେ ଛୋଟ ଶିଶୁ କନ୍ୟାଙ୍କୁ ନେଇ ଅସମ୍ବେଦନଶୀଳ କାମ କରାଯାଇଥିବା ଅଭିଯୋଗ ସେ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଟିଂକୁ ଫେରିଲେ ‘ମମ ଟୁ ବି’

ମୁମ୍ବାଇ: ବି-ଟାଉନର ଗର୍ଜିୟସ ନାୟିକା କିଆରା ଆଡଭାନୀ ନିକଟରେ ତାଙ୍କ ପ୍ରେଗ୍ନେସିର ଜବରଦସ୍ତ ଆନାଉନ୍ସମେଣ୍ଟ କରିଛନ୍ତି, ଯାହା ପରେ ପ୍ରଶଂସକ ଏବଂ ସେଲିବ୍ରିଟି ତାଙ୍କୁ ଅଭିନନ୍ଦନ...

Amitabh Bachchan: ୯୦କୋଟି କରଜ, ୫୫ଟି ସାଂଘାତିକ ମାମଲା ରୁଜୁ, ଦିନେ କାଙ୍ଗାଳ ହୋଇଯାଇଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ୯୦ ଶତକର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ବଲିଉଡର ଶେହନଶାହ ତାଙ୍କ କ୍ୟାରିଅରରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇ ପ୍ରଶଂସକଙ୍କ...

ଧନଶ୍ରୀଙ୍କ ଠାରୁ ଛାଡପତ୍ର ଖବର ମଧ୍ୟରେ ଚହଲ ଶେୟାର କଲେ ରହସ୍ୟମୟୀ ପୋଷ୍ଟ, ଦେଲେ ବଡ଼ ସଙ୍କେତ

ମୁମ୍ବାଇ,୧।୩: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। କିଛି ମାସ ଧରି...

ହ୍ୟାକ୍‌ ହେଲା ଶ୍ରେୟା ଘୋଷାଲଙ୍କ ‘ X ’ ଆକାଉଣ୍ଟ, ପୋଷ୍ଟ କରି ସୂଚନା ଦେଲେ ଗାୟିକା

ମୁମ୍ବାଇ: ଶ୍ରେୟା ଘୋଷାଲ ବଲିଉଡର ଜଣେ ପ୍ରସିଦ୍ଧ ପ୍ଲେବ୍ୟାକ ଗାୟିକା। ସେ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ଚମତ୍କାର ଗୀତ ଗାଇଛନ୍ତି। ଏବେ ଶ୍ରେୟାଙ୍କ ସହ...

କାହିଁକି ଅଲଗା ରହୁଛନ୍ତି ଗୋବିନ୍ଦା-ସୁନୀତା, ଅସଲ କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଚାଲିଛି। ଏହି ସମୟରେ ଗୋବିନ୍ଦାଙ୍କ ଓକିଲ କହିଛନ୍ତି ଯେ...

ସୁପରଷ୍ଟାରଙ୍କୁ ଆଡେଇ ଦେଇ ବଲିଉଡରେ ଆଧିପତ୍ୟ ବିସ୍ତାର କରିବ AI ! ରିଲିଜ ହେଲା ପ୍ରଥମ AI ଫିଲ୍ମର ଟ୍ରେଲର

ମୁମ୍ବାଇ: ବଲିଉଡର ବଡ଼ ବଡ଼ ଷ୍ଟାରମାନଙ୍କ ଫିଲ୍ମ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରନ୍ତି। ନିର୍ମାତାମାନେ ମଧ୍ୟ ସେମାନଙ୍କର ଫିଲ୍ମ କେବଳ ଲୋକପ୍ରିୟ ଏବଂ...

Sunita Ahuja: କୋଟି କୋଟି ଟଙ୍କାର ମାଲିକାଣୀ ସୁନୀତା, ଗୋବିନ୍ଦାଙ୍କ ପରି ଏଠାରୁ କରନ୍ତି ମୋଟା ଅଙ୍କର ରୋଜଗାର

ମୁମ୍ବାଇ: ବଲିଉଡର ହିରୋ ନମ୍ବର ୱାନ ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ଗତ କିଛି ଦିନ ଧରି ସେମାନଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image