ବିଇଓଙ୍କ ସ୍କୁଲ ଗସ୍ତବେଳେ କେହି ଉପସ୍ଥିତ ନ ଥିଲେ, ୪ ଶିକ୍ଷକ ନିଲମ୍ବିତ ଜୁନାଗଡ଼,୨୫ା୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଶିକ୍ଷା ବିଭାଗ ଅଧୀନ ୩ଟି ସ୍କୁଲରେ କାର୍ଯ୍ୟରତ ଥିବା ୪ ଜଣ ଶିକ୍ଷକଙ୍କୁ ନିଜ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଲଖନାପଡ଼ା ସ୍କୁଲର ପ୍ରଧାନଶିକ୍ଷକ କନ୍ଦର୍ପ...