Advertisement

accident

ଅଜଣାଗାଡ଼ି ଧକ୍କାରେ ଦାଦା ମୃତ, ପୁତୁରା ଗୁରୁତରଅଜଣାଗାଡ଼ି ଧକ୍କାରେ ଦାଦା ମୃତ, ପୁତୁରା ଗୁରୁତର

ଅଜଣାଗାଡ଼ି ଧକ୍କାରେ ଦାଦା ମୃତ, ପୁତୁରା ଗୁରୁତର

ବାଲିଗୁଡ଼ା,୨୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁରଠାରୁ ରାୟପୁର ୫୯ ନଂ ଜାତୀୟ ରାଜପଥ କନ୍ଦିବାନ୍ଦା ବେତିଶଙ୍ଖ ନିକଟରେ…

2 months ago
ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର ବସ…

2 months ago
ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣୁଥିବା ବୋଲେରୋ ଓଲଟିଲା, ଆଉ ତା’ ପରେ…ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣୁଥିବା ବୋଲେରୋ ଓଲଟିଲା, ଆଉ ତା’ ପରେ…

ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣୁଥିବା ବୋଲେରୋ ଓଲଟିଲା, ଆଉ ତା’ ପରେ…

କେନ୍ଦ୍ରାପଡ଼ା,୨୧ା୨: ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣି ଆସୁଥିବା ଏକ ବୋଲେରୋ ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏହି…

2 months ago
ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତରବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ମୋହନା,୧୯ା୨(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ଗୋବୁରିଗୁଡା ଗାଁ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ବାଇକ୍‌ ଆରୋହୀ ନିଜ ଗାଁ ଗୋବରୀଗୁଡ଼ାକୁ ଯିବା ବେଳେ…

2 months ago
ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ ଯୁବକ, ପଛରୁ ଆସି ପିଟିଦେଲା ଟ୍ରକ୍‌ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ ଯୁବକ, ପଛରୁ ଆସି ପିଟିଦେଲା ଟ୍ରକ୍‌

ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ ଯୁବକ, ପଛରୁ ଆସି ପିଟିଦେଲା ଟ୍ରକ୍‌

କେସିଙ୍ଗା,୧୬ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍‌ ପୋଷ୍ଟ ପାଖରେ ଏକ ଦୁର୍ଘଟଣା ଘଟି ଜଣେ ୩୫ ବର୍ଷ ଯୁବକଙ୍କ ଜୀବନ ଚାଲିଯାଇଛି।…

2 months ago
ମହାକୁମ୍ଭ ଯାଉଥିବାବେଳେ ଅଘଟଣ: ବୋଲେରୋ-ବସ୍‌ ଧକ୍କା: ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତମହାକୁମ୍ଭ ଯାଉଥିବାବେଳେ ଅଘଟଣ: ବୋଲେରୋ-ବସ୍‌ ଧକ୍କା: ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତ

ମହାକୁମ୍ଭ ଯାଉଥିବାବେଳେ ଅଘଟଣ: ବୋଲେରୋ-ବସ୍‌ ଧକ୍କା: ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତ

ପ୍ରୟାଗରାଜ,୧୫।୨: ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ…

2 months ago
Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତରMo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର

Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର

ଭୁବନେଶ୍ୱର,୧୪।୨: ପୁଣି ମୋ’ ବସ୍‌ ନେଇଛି ଜୀବନ। ଶୁକ୍ରବାର ରାତିରେ ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ସହ ୧୦୦ ମିଟର…

2 months ago
କଣ୍ଟେନରକୁ ପିଟିଲା କଣ୍ଟେନର, ଚାପି ହୋଇଗଲେ ଡ୍ରାଇଭରକଣ୍ଟେନରକୁ ପିଟିଲା କଣ୍ଟେନର, ଚାପି ହୋଇଗଲେ ଡ୍ରାଇଭର

କଣ୍ଟେନରକୁ ପିଟିଲା କଣ୍ଟେନର, ଚାପି ହୋଇଗଲେ ଡ୍ରାଇଭର

ଜଳେଶ୍ୱର,୩ା୨(ନବୀନ ସାହୁ): ଘନକୁହୁଡି ପାଇଁ କଣ୍ଟେନରକୁ ପଛପଟୁ ଧକ୍କାଦେଲା କଣ୍ଟେନର। ଅଗ୍ନିଶମ ବିଭାଗର ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନରେ ଚାପି ଡ୍ରାଇଭରଙ୍କୁ ଗୁରୁତର ଭାବେ…

3 months ago
ବାଇକ୍‌ ସହ ସ୍କୁଟି ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୨ ଗୁରତରବାଇକ୍‌ ସହ ସ୍କୁଟି ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୨ ଗୁରତର

ବାଇକ୍‌ ସହ ସ୍କୁଟି ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୨ ଗୁରତର

ଦାରିଙ୍ଗବାଡ଼ି,୩ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଛକରେ ବାଇକ୍‌ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ…

3 months ago
ହାଇଓ୍ବେରେ ଭୟଙ୍କର ଦୁର୍ଘଟଣା…୨୦୦ ଫୁଟ ତଳକୁ ଖସିପଡ଼ି ଖଣ୍ଡ ଖଣ୍ଡ ହୋଇଗଲା ବସ୍‌; ୭ ମୃତହାଇଓ୍ବେରେ ଭୟଙ୍କର ଦୁର୍ଘଟଣା…୨୦୦ ଫୁଟ ତଳକୁ ଖସିପଡ଼ି ଖଣ୍ଡ ଖଣ୍ଡ ହୋଇଗଲା ବସ୍‌; ୭ ମୃତ

ହାଇଓ୍ବେରେ ଭୟଙ୍କର ଦୁର୍ଘଟଣା…୨୦୦ ଫୁଟ ତଳକୁ ଖସିପଡ଼ି ଖଣ୍ଡ ଖଣ୍ଡ ହୋଇଗଲା ବସ୍‌; ୭ ମୃତ

ନାସିକ,୨।୨: ନାସିକ-ସୁରକ୍ଷ ରାଜପଥର ସାପୁତାରା ଘାଟରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ୫୦ଜଣ ଭକ୍ତଙ୍କୁ ନେଇ ଯାଉଥିବା ଏକ ବିଳାସପୂର୍ଣ୍ଣ ଘରୋଇ ବସ୍‌ ନିୟନ୍ତ୍ରଣ…

3 months ago
ଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେ

ଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେ

ଭୋଗରାଇ,୧ା୨(ପ୍ରଦୀପ ଦାସ): ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ ଓ ଗାଡିଚାଳକ। ଭଦ୍ରକ ରାଣୀତାଲ ଜାତୀୟ ରାଜପଥରେ…

3 months ago
ହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହରହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହର

ହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହର

ଚଣ୍ଡିଗଡ଼,୧୯।୧: ଅନ୍ତର୍ଜାତୀୟ ଶୁଟିଂ ଖେଳାଳି ମନୁ ଭାକରଙ୍କ ପରିବାରକୁ ଏକ ବଡ଼ ଝଟ୍‌କା ଲାଗିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍‌ ରାସ୍ତାରେ ଏକ ଦୁର୍ଘଟଣାରେ ତାଙଙ୍କ ଆଈ ଏବଂ…

3 months ago