ନଣନ୍ଦ ଶ୍ୱେତାଙ୍କ ଯୋଗୁ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସମ୍ପର୍କରେ ଫାଟ ! ଅଲଗା ହେବା ଚର୍ଚ୍ଚା ବଢ଼ିଲା… ବମ୍ବେ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଯାହା ଆଖିକୁ ନଜର ଆସିଥାଏ ତାହା ସତ ହୋଇ ନ ଥାଏ। ବରଂ ଯାହା ଆଖି ଆଢ଼ୁଆଳରେ ରହିଯାଏ ତାହା ଚର୍ଚ୍ଚାର ବିଷୟ ପାଲଟେ। ଆମେ କହୁଛୁ ବଲିଉଡ୍...