Tag Archives: america

ଘନୀଭୂତ ହେଲା ବାଣିଜ୍ୟ ଯୁଦ୍ଧ: ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୧୨୫%କୁ ବୃଦ୍ଧି କଲା ଚାଇନା

ବେଜିଂ,୧୧।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ପ୍ରତିଜବାବରେ ଚାଇନା ଆମେରିକୀୟ ଉତ୍ପାଦ ଉପରେ ୧୨୫ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି। ସେପଟେ ଆମେରିକାକୁ ପ୍ରତିରୋଧ କରିବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ୟୁରୋପୀୟ ସଂଘକୁ...

ଆମେ ମୁଣ୍ଡ ନୁଆଁଇବୁ ନାହିଁ..ଆମେରିକାକୁ ଧମକ ଦେଲା ଚାଇନା

ବେଜିଂ,୧୦।୪: ଆମେରିକା ଚାଇନା ଉପରେ ୧୦୪ ପ୍ରତିଶତ ଟାରିଫ୍‌ ଲଗାଇବା ପରେ, ଏବେ ଚାଇନା ମଧ୍ୟ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ୍‌ ଲଗାଇବା ଘୋଷଣା କରି ପ୍ରତିଶୋଧ ନେଇଛି। ଟାରିଫ୍‌ ପ୍ରସଙ୍ଗରେ ଉଭୟ ଦେଶ ପରସ୍ପର ସହିତ ମୁହାଁମୁହିଁ...

ବାଣିଜ୍ୟ ଆଲୋଚନାରେ ଆଗରେ ଭାରତ, ଚାଇନାକୁ ଉପହାସ କଲା ଆମେରିକା

ନୂଆଦିଲ୍ଲୀ,୧୦।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ବ୍ୟତୀତ ବହୁ ଦେଶ ଉପରେ ପାରସ୍ପରିକ ଶୁଳ୍କ ବନ୍ଦ କରିବା ଘୋଷଣା କରିଛନ୍ତି। ଏହାପରେ ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗ ବିଶ୍ୱ ବାଣିଜ୍ୟରେ “ଖରାପ...

‘ସେ ଗୋଟିଏ ପାଗଳ’…ବଡ଼ ଆନ୍ଦୋଳନ, ଟ୍ରମ୍ପଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ,୬।୪: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ପ୍ରମୁଖ ଉପଦେଷ୍ଟା ତଥା ବିଲିୟନେୟାର ଏଲନ ମସ୍କଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। “ହ୍ୟାଣ୍ଡସ ଅଫ” ନାମକ ଏହି ପ୍ରତିବାଦ ଆମେରିକାର ବିଭିନ୍ନ ସହରରେ ଏବଂ ୟୁରୋପର...

ଟ୍ରମ୍ପ ଫୁଟାଇଲେ ଟାରିଫ ବୋମା ତ ଏବେ ଧମକାଇଲାଣି ଚାଇନା

ବେଜିଂ,୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଚାଇନାରୁ ଆମେରିକୀୟ ଆମଦାନୀ ଉପରେ ୪୩୮ ବିଲିୟନ ଡଲାର ମୂଲ୍ୟର ୩୪ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଚାଇନା ହେଉଛି ଆମେରିକାର ତୃତୀୟ ବୃହତ୍ତମ ବାଣିଜି୍ୟକ ଅଂଶୀଦାର। ଚାଇନା ଏହି ନିଷ୍ପତ୍ତି...

୨୦୨୮ରେ ଟ୍ରମ୍ପ-ଓବାମାଙ୍କ ମଧ୍ୟରେ ହେବ ମହାମୁକାବିଲା? ଆମେରିକା ରାଜନୀତିରେ ହଇଚଇ

ଓ୍ବାଶିଂଟନ୍‌,୧।୪: ନିକଟରେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମା 2028 ରେ ମୁହାଁମୁହିଁ ହେବେ କି? ଏହି ଆଲୋଚନା ଆହୁରି ଗତି ପାଇଲା ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ବାଇଟ...

“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ

ୱାଶିଂଟନ, ୨୧ା୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଭାରତ ସହିତ “ବହୁତ ଭଲ ସମ୍ପର୍କ” ଅଛି, କିନ୍ତୁ ଦେଶ ସହିତ ତାଙ୍କର “ଏକମାତ୍ର ସମସ୍ୟା” ହେଉଛି ଯେ ଏହା “ବିଶ୍ୱର ସର୍ବାଧିକ ଶୁଳ୍କ ଲାଗୁ କରୁଥିବା ରାଷ୍ଟ୍ରଗୁଡ଼ିକ...

Sunita Williams Return: ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଲାଇଭ ଷ୍ଟ୍ରିମିଂ କେବେ ଏବଂ କେଉଁଠି ଦେଖିପାରିବେ; ଜାଣନ୍ତୁ

ଓ୍ବାଶିଂଟନ୍‌,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶରେ ୯ ମାସ ବିତାଇବା ପରେ ଶେଷରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର କ୍ରୁ-୯ ସଦସ୍ୟ ମହାକାଶଚାରୀ ନିକ...

ଆମେରିକାର କାଲିଫର୍ନିଆରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା: ନିନ୍ଦା କଲା ଭାରତ, କାର୍ଯ୍ୟାନୁଷ୍ଠାନ ଦାବି

ଓ୍ବାଶିଂଟନ,୯।୩: ଆମେରିକାର କାଲିଫର୍ନିଆର ଚିନୋ ହିଲ୍ସରେ ଥିବା ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (BAPS) ମନ୍ଦିରରେ ଅଜ୍ଞାତ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି। ଯାହା ହିନ୍ଦୁମାନଙ୍କ ବିରୋଧରେ ବଢ଼ୁଥିବା ହିଂସାକୁ ଉଜାଗର କରିଛି ଏବଂ ମନ୍ଦିରଗୁଡ଼ିକୁ ସୁରକ୍ଷା ଦେବାରେ ବିଫଳ...

ପ୍ରତିଶୋଧ ନେଲା ଚାଇନା: ଟ୍ରମ୍ପକୁ ଦେଲା ମୁହଁତୋଡ଼ ଜବାବ

ଓ୍ବାଶିଂଟନ୍‌,୪।୩: ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ନୂତନ ଶୁଳ୍କ ଲାଗୁ କରିବା ପରେ, ବେଜିଂ ମଧ୍ୟ ପ୍ରତିଶୋଧ ନେଇଛି। ଆମେରିକୀୟ କୃଷି ଏବଂ...

ଜେଲେନସ୍କିଙ୍କ ସହ ମୁହାଁମୁହିଁ ହେବା ପରେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କଲେ ଟ୍ରମ୍ପ

ନୂଆଦିଲ୍ଲୀ,୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିଛନ୍ତି। ଜଣେ ହ୍ୱାଇଟ୍ ହାଉସ୍ ଅଧିକାରୀ କହିଛନ୍ତି, ଯାହା ରୁଷ ସହିତ ଶାନ୍ତି ଆଲୋଚନା ପାଇଁ ରାଜି ହେବା ପାଇଁ କିଭ୍ ଉପରେ ଚାପକୁ ତୀବ୍ର...

ମୁଣ୍ଡ ନୁଆଁଇଲେ ଜେଲେନସ୍କି: ଆମେରିକା ପାଇଁ କହିଲେ ଏମିତି କଥା

ଓ୍ବାଶିଂଟନ,୩।୩: ଆମେରିକାର ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିତର୍କର ତିନି ଦିନ ପରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏହି ଭିଡିଓରେ, ଜେଲେନସ୍କି ଆମେରିକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image