ଅଙ୍ଗନୱାଡି ଚାକିରି କରାଇଦେବା ବାହାନାରେ ୨୦ ମହିଳାଙ୍କୁ ଗଣବଳାତ୍କାର ଯୋଧପୁର,୧୧।୨: ଅଙ୍ଗନୱାଡି ଚାକିରି କରାଇଦେବାକୁ କହି ୨୦ ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ। ରାଜସ୍ଥାନର ସିରୋହି ମ୍ୟୁନିସିପାଲିଟି ପରିଷଦର ଅଧ୍ୟକ୍ଷ ମହେନ୍ଦ୍ର ମେଭଡା ଏବଂ ପୂର୍ବତନ ପୌର ପରିଷଦ କମିଶନର ମହେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଏଭଳି ଗଣବଳାତ୍କାର ମାମଲା ଦାୟର କରାଯାଇଛି।...