Tag Archives: Australia

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍ ଡକେଟ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ...

ବନ୍ଧୁକ ଆଇନ କଡ଼ାକଡ଼ି କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ,୧୬ା୧୨: ଅଷ୍ଟ୍ରେଲିଆର ସିଡ୍‌ନୀସ୍ଥିତ ବଣ୍ଡାଇ ବିଚ୍‌ରେ ରବିବାର ହିହୁଦୀଙ୍କ ହାଣ୍ଡୁକ୍କା ଉତ୍ସବର ପ୍ରଥମ ଦିନରେ ୨ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୧୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ। ଅଷ୍ଟ୍ରେଲିଆରେ ପ୍ରାୟ ୩୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼...

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାରେ ବିଶ୍ୱର ପ୍ରଥମ...

ଆଶେସ୍: ଜୋ ରୁଟ୍‌ଙ୍କ ଅଷ୍ଟ୍ରେଲିଆରେ ପ୍ରଥମ ଶତକ, ଭାଇରାଲ ହେଲା ହେଡେନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୪ା୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍‌ର ଦ୍ୱିତୀୟ ତଥା ପିଙ୍କ୍-ବଲ୍ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିଛି। ଦିନର ଖେଳ ଶେଷ ବେଳକୁ ଇଂଲଣ୍ଡ ୯ ୱିକେଟ୍‌ ହରାଇ ୩୨୫ ରନ୍‌ ସଂଗ୍ରହ...

‘ତରବରରେ ହୋଇଥିବା ଆଇନ ପିଲାଙ୍କ ପାଇଁ କ୍ଷତିକାରକ’, ଅଷ୍ଟ୍ରେଲିଆରେ ସୋସିଆଲ ମିଡ଼ିଆ ବ୍ୟାନକୁ ବିରୋଧ କଲା ୟୁଟ୍ୟୁବ

ସିଡନୀ,୩।୧୨: ଅଷ୍ଟ୍ରେଲିଆ ଡିସେମ୍ବର ୧୦ ତାରିଖରୁ ୧୬ ବର୍ଷରୁ କମ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ତିଆରି କରିବାକୁ ନିଷେଧ କରିବ। ସୋସିଆଲ ମିଡିଆରେ ଏପରି କଟକଣା ଲାଗୁ କରିବାରେ ଏହା ପ୍ରଥମ ଦେଶ ହେବ। ୟୁଟ୍ୟୁବ...

କୁଲଦୀପ ଯାଦବଙ୍କୁ ଅଷ୍ଟ୍ରେଲିଆ T20 ସ୍କ୍ୱାଡ୍‌ରୁ ରିଲିଜ, ଏହି କାରଣରୁ ଫେରିଲେ ଭାରତ

ମୁମ୍ବାଇ,୨ା୧୧: ଭାରତୀୟ କ୍ରିକେଟ୍ ଦଳର ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଚାଲିଥିବା T20 ସିରିଜ୍‌ର ବାକି ଦୁଇଟି ମ୍ୟାଚ୍ ପାଇଁ ଦଳରୁ ମୁକ୍ତ କରାଯାଇଛି। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି...

ସାରା ତେନ୍ଦୁଲକର ଦେଖୁଥିଲେ ମ୍ୟାଚ୍, ପ୍ରେସରରେ ଆଉଟ ହୋଇଗଲେ ଶୁବମନ ଗିଲ

ହୋବାର୍ଟ,୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋବାର୍ଟର ବେଲେରିଭ୍ ଓଭାଲ୍ ଠାରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚରେ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଉପସ୍ଥିତ ଥିଲେ। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇ ସିରିଜ୍‌କୁ ୧-୧ରେ...

‘ଶେଷ ଥର ପାଇଁ…’, ଅଷ୍ଟ୍ରେଲିଆରୁ ଫେରି ପୁଣିଥରେ ଅବସର କଥା କହିଲେ ରୋହିତ ଶର୍ମା

ସିଡ୍‌ନୀ/ଅଷ୍ଟ୍ରେଲିଆ,୨୬ା୧୦: ଦିନିକିଆ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ଭାରତୀୟ କ୍ରିକେଟ୍ ଦଳର ଖେଳାଳି ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରୁ ବିଦାୟ ନେଇ ଭାରତ ଫେରି ଆସିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଚାମ୍ପିଅନ୍ସ ଟ୍ରଫି ପରେ ରୋହିତ ପ୍ରଥମ ଥର...

୧୭ ବର୍ଷ ମଧ୍ୟରେ ଆଡିଲେଡରେ ପ୍ରଥମ ଥର , କ୍ୟାପଟେନ ଭାବେ ପ୍ରଥମ ସିରିଜ ହାରିଲେ ଶୁବମନ

ଆଡିଲେଡ,୨୩।୧୦: ମାଥ୍ୟୁ ସର୍ଟ ଏବଂ କୁପର କନୋଲିଙ୍କ ଦୃଢ଼ ଇନିଂସ ଯୋଗୁ ଅଷ୍ଟ୍ରେଲିଆ ଆଡିଲେଡରେ ଦ୍ୱିତୀୟ ଦିନିକିଆରେ ଭାରତକୁ ୨ ୱିକେଟରେ ପରାସ୍ତ କରିଛି। ଏହା ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ହାସଲ...

ଆମେରିକା-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ବଡ଼ ଏଗ୍ରିମେଣ୍ଟ, ଛାନିଆ ହେଲାଣି ଚାଇନା!

ଓ୍ବାଶିଂଟନ,୨୧।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ଦ୍ୱିପାକ୍ଷିକ ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ସୋମବାର ହ୍ବାଇଟ ହାଉସରେ ହୋଇଥିବା ୮.୫ ବିଲିୟନ ଡଲାରର ଚୁକ୍ତିନାମା ଆମେରିକାକୁ ଅଷ୍ଟ୍ରେଲିଆର ବିରଳ...

ଭାରତ-ଅଷ୍ଟ୍ରେଲିଆ ସିରିଜ: ଲଣ୍ଡନରୁ ଅଷ୍ଟ୍ରେଲିଆ ଯିବେ ନାହିଁ ବିରାଟ କୋହଲି, ଆସିଲା ବଡ ଖବର

ମୁମ୍ବାଇ,୮।୧୦: ଭାରତୀୟ କ୍ରିକେଟ ଦଳ ଆଗାମୀ ୧୫ ଅକ୍ଟୋବରରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ, ଯେଉଁଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଦିନିକିଆ ଓ ପାଞ୍ଚଟି ଟି-୨୦ ମ୍ୟାଚ ଖେଳାଯିବ। ପିଟିଆଇ ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିମାନେ ଦୁଇଟି...

ମାତ୍ର ୧୪୧ ବଲ୍‌ରେ ୩୧୪ ରନ୍‌: ଦିନିକିଆରେ ତ୍ରିଶତକ ହାସଲ କରି ସମସ୍ତଙ୍କ ଚକିତ କଲେ ଏହି କ୍ରିକେଟର୍‌

ସିଡନୀ,୭।୧୦:ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲିୟ ଖେଳାଳି ହରଜସ ସିଂହ ୫୦ ଓଭର କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି। ସେ ୩୫ ଛକା ସହିତ ୧୪୧ ବଲରେ ୩୧୪ ରନ କରିଥିଲେ। ଗତ ବର୍ଷ, ହରଜସ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri