Tag Archives: #Ayodhya #RamTemple #LordRam #RamLalla #RamMandirPranPrathistha #PranPratishta #LordRam

ପଥର ମୂର୍ତ୍ତିରେ ପ୍ରାଣ, ନେବେ ଭଗବାନଙ୍କ ରୂପ: ଅଖିଳେଶଙ୍କ ବିବାଦୀୟ ମନ୍ତବ୍ୟ…

ଲକ୍ଷ୍ନୌ,୨୨।୧ : ସାରା ବିଶ୍ୱରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି। ସମଗ୍ର ଦେଶ ରାମମୟ ହୋଇପାରିଛି। କେହି କେହି ନିଜ ଘରେ ଶ୍ରୀରାମଙ୍କୁ ପୂଜା କରୁଛନ୍ତି ଏବଂ କିଛି ନିକଟସ୍ଥ ମନ୍ଦିରରେ। ଏହି ସମୟରେ ଏସପି ଅଧ୍ୟକ୍ଷ...

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ ଟେଲିକାଷ୍ଟ ବନ୍ଦ କରି ପାରିବେନି ସରକାର: ତାମିଲନାଡୁ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟକା…

ନୂଆଦିଲ୍ଲୀ,୨୨।୧ : ସୋମବାର ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ଏକ ନୋଟିସ ଜାରି କରି କହିଛନ୍ତି ରାମ ମନ୍ଦିର ଉଦଘାଟନ ଏବଂ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଇଭ ଟେଲିକାଷ୍ଟ ପାଇଁ ଅନୁମତୀକୁ ମନା କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟରେ ଏକ ପିଟିଶନ...

ମତେ ଆଜି ମନ୍ଦିର ଯିବାକୁ ମନା କରାଯାଇଛି, କେଉଁ ଅପରାଧ କରିଛି ମୁଁ: ରାହୁଲ…

ଗୁଆହାଟୀ,୨୨।୧ : ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ରାହୁଲ ଗାନ୍ଧୀ ଆସାମରେ ଅଛନ୍ତି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ସେ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି। ରାହୁଲ ଗାନ୍ଧୀ କହିଛନ୍ତି ପୂର୍ବରୁ ତାଙ୍କୁ...

ଜୟ ଶ୍ରୀରାମ ଲେଖିଲେ ପାକିସ୍ତାନ କ୍ରିକେଟର, ପୋଷ୍ଟ କଲେ ଭିଡ଼ିଓ, ଦକ୍ଷିଣ ଆଫ୍ରିକାର କ୍ରିକେଟର ଲେଖିଲେ ସମସ୍ତଙ୍କୁ ନମସ୍ତେ …

ଇସଲାମାବାଦ,୨୨।୧ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ବଲିଉଡ ଏବଂ କ୍ରୀଡା ତାରକାମାନେ ମଧ୍ୟ ପଛରେ ନାହାନ୍ତି। ଭାରତୀୟ ତାରକା...

ପ୍ରାଣ ପ୍ରତିଷ୍ଠା ଉତ୍ସବ: ନଡ୍ଡା-ଶାହା କାହିଁକି ଯିବେନି…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ରବିବାର ସନ୍ଧ୍ୟାଠାରୁ ଅତିଥିମାନେ ରାମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ତେବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା...

ପ୍ରାଣ ପ୍ରତିଷ୍ଠା ଉତ୍ସବରେ କାହିଁକି ଯୋଗ ଦେବେନି ଲାଲକୃଷ୍ଣ ଆଡଭାଣୀ, ଏହା ହେଉଛି କାରଣ…

ଅଯୋଧ୍ୟା,୨୨।୧ : ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାଣୀ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ। ସୂତ୍ରରୁ ପ୍ରକାଶ , ସେ ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭାବନା କମ। ଥଣ୍ଡା ଯୋଗୁ ଆଡଭାଣୀ...

ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ” ସହିତ ଅନ୍ୟ ସ୍ଥାନରୁ ରାମ ମନ୍ଦିରରେ ପହଞ୍ଚିଲା ଏସବୁ…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କନ୍ନୌଜରୁ ସ୍ବତନ୍ତ୍ର ସୁଗନ୍ଧିତ ଅତର, ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ”, ଦିଲ୍ଲୀର ରାମ ମନ୍ଦିରରୁ ସଂଗୃହିତ ଶସ୍ୟ, ଭୋପାଳରୁ ଫୁଲ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାରା ଠାରୁ ୪,୩୧...

ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ସହର ଉପରେ ୧୦,୭୧୫ ଏଆଇ କ୍ୟାମେରା ନଜର…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦,୭୧୫ ଏଆଇ ଆଧାରିତ କ୍ୟାମେରା ସହର ଉପରେ ନଜର ରଖିଛି। ଏନଏସଜିର ଦୁଇଟି ସ୍ନାଇପର ଦଳ ନିୟୋଜିତ ହୋଇଛନ୍ତି। ବିସ୍ଫୋରକ ସାମଗ୍ରୀ ପାଇଁ ଭୂମି ଯାଞ୍ଚ କରିବା ପାଇଁ...

୮୪ ସେକେଣ୍ଡର ଅଭିଜିତ ମୂହୁର୍ତ୍ତକୁ ଅପେକ୍ଷା…

ଅଯୋଧ୍ୟା ,୨୨।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଶୁଭ ମୂହୁର୍ତ୍ତକୁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡ ଶୁଭ ଅଭିଜିତ ମୂହୁର୍ତ୍ତକୁ ଚୂଡାନ୍ତ କରାଯାଇଛି। ଶୁକ୍ଳ କୁର୍ମ ଦ୍ୱାଦଶୀ,...

ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ: ଆମେରିକା ରାଜରାସ୍ତାରେ ଜୟ ଶ୍ରୀରାମ ସ୍ଲୋଗାନ, ଟାଇମ୍ସ ସ୍କୋୟାରରେ ଲଡୁ ବଣ୍ଟା…

ଓ୍ବାଶିଂଟନ,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ ଦେଖାଦେଇଛି। ଆମେରିକାର ହିନ୍ଦୁମାନଙ୍କ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଉତ୍ସାହ ରହିଛି। ଏହି ଅବସରରେ, ରାମ ମନ୍ଦିର ଓଭରସିଜ ଫ୍ରେଣ୍ଡସର ସଦସ୍ୟମାନେ ଆମେରିକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri