ବାବୁ ମହଲ: ଶଗଡ଼ ଗାଡ଼ି | Babu Mahal #73 : ‘Sagada Gaadi’ ବଜାରରେ ଏବେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହେଇ ବଢି ଚାଲିଛି, ଯାହାଦ୍ଵାରା ଲୋକମାନେ ଅନେକ ହଇରାଣ ହରକତ ହେଉଛନ୍ତି। ଏଥର ‘ବାବୁ ମହଲ’ର ପ୍ରସଙ୍ଗ ହେଉଛି ‘ଶଗଡ଼ ଗାଡ଼ି’।