ଭାରତରେ ତିନି ଗୁଣ ବୃଦ୍ଧି ପାଇଛି ବ୍ୟାଙ୍କ ଠକେଇ ମାମଲା, ଟାର୍ଗେଟରେ ଘରୋଇ ବ୍ୟାଙ୍କ: ଆରବିଆଇ ନୂଆଦିଲ୍ଲୀ,୨୭ା୧୨: ଦେଶରେ ବ୍ୟାଙ୍କ ଠକେଇ ମାମଲା ତିନି ଗୁଣ ବୃଦ୍ଧି ପାଇଛି। ବେସରକାରୀ ବ୍ୟାଙ୍କଗୁଡିକ ବ୍ୟାଙ୍କ ଠକେଇର ସବୁଠାରୁ ବଡ ଶିକାର ହେଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ପରିସଂଖ୍ୟାନ ଦେଖିବାକୁ ମିଳିଛି। ତେବେ ଏହି...