ବ୍ୟାଙ୍କ ଶାଖା ପରିଚାଳକଙ୍କୁ ୨ ବର୍ଷ କାରାଦଣ୍ଡ ବରଗଡ଼,୨୯।୧(ପ୍ରେମାନନ୍ଦଖମାରୀ): ବରଗଡ଼ ଜିଲା ଦହିତା ସ୍ଥିତ ବଲାଙ୍ଗିର ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କ (ବିଏଜିବି)ର ପୂର୍ବତନ ଶାଖା ପରିଚାଳକ କ୍ଷୀରୋଦ କୁମାର ଷଡ଼ଙ୍ଗୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ଏକ ଲାଞ୍ଚ ମାମଲାର ଶୁଣାଣି କରି ବରଗଡ଼ ଭିଜିଲାନ୍ସ କୋର୍ଟର ସ୍ପେଶାଲ...