Tag Archives: BCCI

ଆଗାମୀ ୱାନ୍‌ଡେ ଖେଳିବେନି ହାର୍ଦ୍ଦିକ୍‌ ପାଣ୍ଡ୍ୟା, BCCIକୁ କହିଲେ କାରଣ

ନୂଆଦିଲ୍ଲୀ, ୧୬।୦୭: ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଚଳିତ ମାସ ଶେଷଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛି । ଟିମ ଇଣ୍ଡିଆ ଏହି ଗସ୍ତରେ ଟି -୨୦ ଏବଂ ୱାନ୍‌ଡେ ସିରିଜ ଶ୍ରୀଲଙ୍କା ସହ ଖେଳିବ।...

ମ୍ୟାଚ୍ ସମୟରେ ଗୁଟ୍‌ଖା ବିଜ୍ଞାପନ ବନ୍ଦ କରିବାକୁ ବିସିସିଆଇକୁ କହିପାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୭: କ୍ରିକେଟ ମ୍ୟାଚ୍ ସମୟରେ ଗୁଟ୍‌ଖା ବିଜ୍ଞାପନ ବନ୍ଦ କରିବାକୁ ବିସିସିଆଇକୁ କହିପାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ବିଶେଷ କରି ପ୍ରଖ୍ୟାତ ଅଭିନେତା ଏବଂ କ୍ରିକେଟର ମାନଙ୍କୁ ନେଇ ଷ୍ଟାଡିୟମରେ ବା ଟିଭିରେ ଯେଉଁ ବିଜ୍ଞାପନ ମାନ ପ୍ରଦର୍ଶିତ ହେଉଛି।...

ସାମିଙ୍କୁ ନେଇ ଗମ୍ଭୀରଙ୍କ କଣ ରହିଛି ପ୍ଲାନ୍‌, ଆଗକୁ…

ମୁମ଼୍ବାଇ, ୧୩।୦୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ରାହୁଲ ଦ୍ରାବିଡ଼ ଅବସର ନେବା ପରେ ଏବେ ନୂଆ କୋଚ୍‌ ଭାବେ ଗୌତମ ଗମ୍ଭୀର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗମ୍ଭୀରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ ରହିଛି...

ଏହି ଖେଳାଳିଙ୍କୁ ବୋଲିଂ କୋଚ୍ କରିବାକୁ ଚାହୁଁଛନ୍ତି ଗମ୍ଭୀର; ବିସିସିଆଇ ନେବ ଶେଷ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨ା୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର କୋଚ୍ ନିଯୁକ୍ତ ହୋଇଥିଲା ବେଳେ ବୋଲିଂ କୋଚ୍ ଦୌଡ଼ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମର୍ଣ୍ଣି ମର୍କେଲଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବରୁ ତାଙ୍କର କୋଚିଂ ଅଭିଜ୍ଞତା ମଧ୍ୟ ରହିଛି। ଗତବର୍ଷ...

ରୋହିତ ଓ କୋହଲିଙ୍କୁ ନେଇ ବଡ଼ ଘୋଷଣା କରିପାରେ ବିସିସିଆଇ, ଇଏ ହେବେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ, ୦୮।୦୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବଂ ପେସ୍‌ ବୋଲର ଜସପ୍ରୀତ୍‌ ବୁମ୍‌ରାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଖେଳାଳିଙ୍କୁ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୱାନ୍‌ଡେ...

ବିସିସିଆଇ ସଚିବ କଲେ ବଡ଼ ଘୋଷଣା: ଏହି ୪ ଖେଳାଳିଙ୍କୁ ଦେଲେ ଟି-୨୦ ବିଶ୍ୱକପ୍‌ ଜିତିବାର ଶ୍ରେୟ

ନୂଆଦିଲ୍ଲୀ,୭ା୭: ନିକଟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ ଜିତିଥିଲା। ଏଥିସହ ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ ଜୟ ଶାହା ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ, ଅଧିନାୟକ...

ଭାରତୀୟ ଦଳର କୋଚ୍‌ ହେବାକୁ ଆଗ୍ରହୀ ଗୌତମ ଗମ୍ଭୀର, କିନ୍ତୁ ରହିଛି ଗୋଟିଏ ସର୍ତ୍ତ

ମୁମ୍ବାଇ,୨୬।୫: ଭାରତୀୟ ପୁରୁଷ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କ ପାଇଁ ବହୁ ନାମୀଦାମୀ ପୂର୍ବତନ କ୍ରିକେଟରଙ୍କ ନାମ ସାମ୍ନାକୁ ଆସିଛି। ରାହୁଲ ଦ୍ରାବିଡଙ୍କ ସ୍ଥାନରେ ନିଯୁକ୍ତି ପାଇବାକୁ ବୋର୍ଡ ବିଜ୍ଞାପନ ବାହାର କରିଥିବା ବେଳେ ଭିଭିଏସ ଲକ୍ଷ୍ମଣ ଏବଂ...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ କ୍ରିକେଟ ଏକାଡେମୀ ମୁଖ୍ୟ ଭିଭି ଏସ୍‌ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଜଷ୍ଟିନ୍‌ ଲାଙ୍ଗର,...

ଏହି ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ୍ଟ୍ରାକ୍ଟ ଦେଇଛି ବିସିସିଆଇ, ଖୁଲାସା କଲେ ଜୟ ଶାହା

ମୁମ୍ବାଇ,୧୦।୫: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପଦାନ କଲା, ଏହାର ଖୁଲାସା କରିଛନ୍ତି ଜୟ ଶାହା। ବୁଧବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ‘ଘରୋଇ ଟୁର୍ଣ୍ଣାମେଣ୍ଟରେ...

ଖୁବ୍ ଶୀଘ୍ର ନୂତନ କୋଚ୍ ପାଇଁ ବିଜ୍ଞାପନ ପ୍ରକାଶ କରିବ ବିସିସିଆଇ, ସୂଚନା ଦେଲେ ଜୟ ଶାହା

ନୂଆଦିଲ୍ଲୀ,୧୦।୫: ବିସିସିଆଇ ଖୁବ ଶୀଘ୍ର ଏକ ନୂତନ କୋଚ୍ ପାଇଁ ଏକ ବିଜ୍ଞାପନ ପ୍ରକାଶ କରିବ। ବୁଧବାର ମୁମ୍ବାଇରେ ବିସିସିଆଇ ସଚିବ ଜୟ ଶାହା ଏହା ପ୍ରକାଶ କରିଛନ୍ତି। ବିସିସିଆଇ ସଚିବ କହିଛନ୍ତି, “ରାହୁଲଙ୍କ କାର୍ଯ୍ୟକାଳ ଜୁନ୍ ପର୍ଯ୍ୟନ୍ତ ରହିଛି।...

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ ପେଟର ମାଂସପେଶୀ ଟାଣିହେବା ପରେ ଗତ ଚାରି ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ରିଙ୍କୁ ସିଂ’ଙ୍କ ବାପା ବଡ ପ୍ରତିକ୍ରିୟା ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri