Advertisement

bus

ଆଜି ବରଗଡ଼ରୁ ଅଯୋଧ୍ୟାକୁ ଗଡ଼ିବ ବସ୍‌, ଜାଣି ରଖନ୍ତୁ ରୁଟ୍‌ ଚାର୍ଟ…ଆଜି ବରଗଡ଼ରୁ ଅଯୋଧ୍ୟାକୁ ଗଡ଼ିବ ବସ୍‌, ଜାଣି ରଖନ୍ତୁ ରୁଟ୍‌ ଚାର୍ଟ…

ଆଜି ବରଗଡ଼ରୁ ଅଯୋଧ୍ୟାକୁ ଗଡ଼ିବ ବସ୍‌, ଜାଣି ରଖନ୍ତୁ ରୁଟ୍‌ ଚାର୍ଟ…

ବରଗଡ଼,୧୦ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରୁ ଅଯୋଧ୍ୟାକୁ ଏଣିକି ସରକାରୀ ଯାତ୍ରୀବାହୀ ବସ୍‌ ସେବା ମିଳିବ। ସୋମବାର ଏହାର ଶୁଭାରମ୍ଭ ହେବ। ସୋମବାର ସକାଳ ୭ଟା ୩୦ମିନିଟ୍‌ରେ ଏହାର ଶୁଭାରମ୍ଭ…

3 months ago
ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ ଡ୍ରାଇଭରଙ୍କ…

7 months ago
ଓଲଟିଲା ବସ୍‌: ୧୯ ଆହତଓଲଟିଲା ବସ୍‌: ୧୯ ଆହତ

ଓଲଟିଲା ବସ୍‌: ୧୯ ଆହତ

ବରଗଡ଼,୯ା୮(ପ୍ରେମାନନ୍ଦ ଖମାରୀ): ଗୁରୁବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ୧୯ ଜଣ ଆହତ ହୋଇଛନ୍ତି। ବରଗଡ଼ ଜିଲା ବରପାଲିର କୁଶନପୁରୀ ନିକଟରେ ଡିଭାଇଡରରେ ପିଟି…

9 months ago
ସ୍ପଷ୍ଟ ଦିବାଲୋକରେ ବସ୍‌ ଭିତରେ ଯୁବତୀଙ୍କୁ ଅସଦାଚରଣ, ଜେଲ୍‌ ଗଲେ ଅଭିଯୁକ୍ତସ୍ପଷ୍ଟ ଦିବାଲୋକରେ ବସ୍‌ ଭିତରେ ଯୁବତୀଙ୍କୁ ଅସଦାଚରଣ, ଜେଲ୍‌ ଗଲେ ଅଭିଯୁକ୍ତ

ସ୍ପଷ୍ଟ ଦିବାଲୋକରେ ବସ୍‌ ଭିତରେ ଯୁବତୀଙ୍କୁ ଅସଦାଚରଣ, ଜେଲ୍‌ ଗଲେ ଅଭିଯୁକ୍ତ

ବଡ଼ବିଲ,୭ା୮(ଦେବପ୍ରିୟ ରଣା): କେନ୍ଦୁଝରରୁ ବଡ଼ବିଲ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଭିତରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଡ଼ବିଲ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ…

9 months ago
ଗଛରେ ପିଟିହେଲା ବସ୍‌, ୭ ଗୁରୁତରଗଛରେ ପିଟିହେଲା ବସ୍‌, ୭ ଗୁରୁତର

ଗଛରେ ପିଟିହେଲା ବସ୍‌, ୭ ଗୁରୁତର

ଜଳେଶ୍ୱର,୨୯ା୭: ବାଲେଶ୍ୱର ଜିଲା ବାଲିଆପାଳ-ବସ୍ତା ରାସ୍ତାର କୁଟୁରା ଛକ ନିକଟରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ…

9 months ago
‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ

‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ

ତୁମୁଡ଼ିବନ୍ଧ,୨୭ା୭(ଦୀପକ କୁମାର ପରସେଠ): ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍‌(ପୂର୍ବରୁ ଲକ୍ଷ୍ମୀ ବସ୍‌) ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳର ସବୁକିଛି…

9 months ago
ଭାସିଗଲା ୨ ବସ୍‌, ୬୩ ନିଖୋଜଭାସିଗଲା ୨ ବସ୍‌, ୬୩ ନିଖୋଜ

ଭାସିଗଲା ୨ ବସ୍‌, ୬୩ ନିଖୋଜ

କାଠମାଣ୍ଡୁ,୧୨ା୭: ଶୁକ୍ରବାର ସକାଳେ ନେପାଳର ମଦନ-ଆଶ୍ରିତ ରାଜପଥରେ ଭୂସ୍ଖଳନ ହେବାରୁ ୨ଟି ବସ୍‌ ଭାସି ଯାଇଥିବା ବେଳେ ୬୩ଜଣ ନିଖୋଜ ଅଛନ୍ତି। ବସ୍‌ ଦୁଇଟି ଲୋକଙ୍କୁ ନେଇ…

10 months ago
ମଝି ରାସ୍ତାରେ ଜଳିଗଲା ସରକାରୀ ବସ୍‌, ଭିତରେ ଥିଲେ ଯାତ୍ରୀମଝି ରାସ୍ତାରେ ଜଳିଗଲା ସରକାରୀ ବସ୍‌, ଭିତରେ ଥିଲେ ଯାତ୍ରୀ

ମଝି ରାସ୍ତାରେ ଜଳିଗଲା ସରକାରୀ ବସ୍‌, ଭିତରେ ଥିଲେ ଯାତ୍ରୀ

ବେଙ୍ଗାଲୁରୁ,୦୯।୭: ବେଙ୍ଗାଲୁରୁ ସହରର ଏକ ଜନ ଗହଳି ପୂର୍ଣ୍ଣ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ସରକାରୀ ବସ୍‌ ଜଳି ଯାଇଥିବା ଖବର ମିଳିଛି । ଆଜି…

10 months ago
ଭୁବନେଶ଼୍ବରରୁ ଜବତ ହେଲା ୪ କେଜି ସୁନା, ବସ୍‌ରେ ଯାଉଥିଲା…ଭୁବନେଶ଼୍ବରରୁ ଜବତ ହେଲା ୪ କେଜି ସୁନା, ବସ୍‌ରେ ଯାଉଥିଲା…

ଭୁବନେଶ଼୍ବରରୁ ଜବତ ହେଲା ୪ କେଜି ସୁନା, ବସ୍‌ରେ ଯାଉଥିଲା…

ଭୁବନେଶ଼୍ବର ୭।୭: ରାଜଧାନୀ ଭୁବନେଶ଼୍ବରରୁ ଜବତ ହେଲା ୩ କୋଟି ଟଙ୍କାର ସୁନା । ଚୋରା ଚାଲାଣ ହେଉଥିବା ବେଳେ ଏହି ସୁନାକୁ ଜବତ କରିଛି ରାଜସ଼୍ବ…

10 months ago
ତୀର୍ଥ ଯାତ୍ରା ସାରି ବସ୍‌ରେ ଫେରୁଥିଲେ, ହଠାତ୍‌ ହୋଇଗଲା ବ୍ରେକ୍‌ ଫେଲ୍‌, ତାପରେ…ତୀର୍ଥ ଯାତ୍ରା ସାରି ବସ୍‌ରେ ଫେରୁଥିଲେ, ହଠାତ୍‌ ହୋଇଗଲା ବ୍ରେକ୍‌ ଫେଲ୍‌, ତାପରେ…

ତୀର୍ଥ ଯାତ୍ରା ସାରି ବସ୍‌ରେ ଫେରୁଥିଲେ, ହଠାତ୍‌ ହୋଇଗଲା ବ୍ରେକ୍‌ ଫେଲ୍‌, ତାପରେ…

ନୂଆଦିଲ୍ଲୀ, ୦୩।୦୭: ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି…

10 months ago
ସମସ୍ୟାର ହେଲା ସମାଧାନ: ଯାତ୍ରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶସମସ୍ୟାର ହେଲା ସମାଧାନ: ଯାତ୍ରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ସମସ୍ୟାର ହେଲା ସମାଧାନ: ଯାତ୍ରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୧୫ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲା ପ୍ରଶାସନ, ଜିଲାର ବସ୍‌ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା…

11 months ago
ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ ବସ୍‌ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ ବସ୍‌

ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ ବସ୍‌

ବିଷମକଟକ,୧ା୬(ବିଭୂତି ଭୂଷଣ ନାୟକ): ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ ଜଣେ ମାଲିକଙ୍କର ୬ଟି ବସ୍‌ ରହିଥିଲା। ସେଥିରୁ ୪ଟି ବସ୍‌ ଜଳି ପାଉଁଶ…

11 months ago