Tag Archives: Business News

୬.୭% ହାରରେ ଗତି କରିବ ଅର୍ଥନୀତି

ନୂଆଦିଲ୍ଲୀ,୪।୨: ଭାରତର ଅର୍ଥନୀତି ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ ୬.୭% ହାରରେ ଗତି କରିବ। ଆଗାମୀ ଦିନରେ ଭାରତର ଅର୍ଥନୀତିର ଗତି ସନ୍ତୁଳିତ ରହିବ। ସରକାରଙ୍କ ଠାରୁ ମିଳୁଥିବା ପୁଞ୍ଜିଗତ ସମର୍ଥନ ଅର୍ଥନୀତିକୁ ବଳ ଯୋଗାଇଦେବ ବୋଲି କ୍ରେଡିଟ୍‌ ରେଟିଂ ଏଜେନ୍ସି...

ଜୟଆଲୁକ୍ଳାସ୍‌ର ସର୍ବବୃହତ୍‌ ଜୁଏଲେରି ସେଲ୍‌: ମେକିଂ ଚାର୍ଜ ଉପରେ ପାଇବେ ଫ୍ଲାଟ୍‌ ୫୦% ରିହାତି

ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍ଳାସ୍‌ର ବହୁ ପ୍ରତୀକ୍ଷିତ ତଥା ସର୍ବବୃହତ୍‌ ଜୁଏଲେରି ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନ ପକ୍ଷରୁ ସାରା ଭାରତର ଅଳଙ୍କାରପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ରିହାତି ଅଫରର...

ଜିଓ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌

ଭୁବନେଶ୍ୱର,୧୯।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ଜିଓ ପୁଣି ଥରେ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌ ଭାବେ ମାନ୍ୟତା ଲାଭ କରିଛି। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଗ୍ଲୋବାଲ...

Instagram Scam: ପୋଷ୍ଟ ଲାଇକ୍‌ କରିବା ମାତ୍ରେ ଖାଲି ହୋଇଯିବ ଆକାଉଣ୍ଟ, ଠକେଇରୁ ରକ୍ଷା ପାଇବାର ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ବର୍ଷ ୨୦୨୪ ଆରମ୍ଭ ହେବା ସହ ଅନ୍‌ଲାଇନ୍‌ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ସାଇବର ଠକମାନେ ଇମେଲ ଲିଙ୍କ ନଚେତ ଅସୁବିଧାରେ ପଡ଼ିଥିବା ବନ୍ଧୁଙ୍କୁ ଅସମୟରେ ସହାୟତା ନାମରେ ଟଙ୍କା ମାଗୁଛନ୍ତି। ଠକେଇର ଏସବୁ ନୂଆ...

ଏବେ ପୋଷ୍ଟ ଅଫିସ ଜରିଆରେ ବି ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍‌, ଆର୍‌ବିଆଇ କଲା ଘୋଷଣା…

ନୂଆଦିଲ୍ଲୀ,୬।୧: ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ନେଇ ନୂଆ ଘୋଷଣା କରିଛି ଆର୍‌ବିଆଇ। ଏବେ ବ୍ୟାଙ୍କ ବ୍ୟତିତ ଗ୍ରାହକମାନେ ପୋଷ୍ଟଅଫିସ ଜରିଆରେ ଏହି ନୋଟ ବଦଳାଇପାରିବେ। ଏହାକୁ ନେଇ କିଛି ନିର୍ଦ୍ଦେଶନାମା ମାନିବାକୁ ପଡ଼ିବ। ପ୍ରଥମେ ଅନଲାଇନ୍‌ରେ ଉପଲବ୍ଧ ହେଉଥିବା...

UPI ID: ନୂଆ ବର୍ଷରେ ବନ୍ଦ ହୋଇଯାଇପାରେ ଆପଣଙ୍କ ୟୁପିଆଇ ଆଇଡି, ଡିସେମ୍ବର ୩୧ ସୁଦ୍ଧା କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୦।୧୨: ନୂଆବର୍ଷ ଅର୍ଥାତ ୧ ଜାନୁୟାରୀ ୨୦୨୪ରୁ ବ୍ୟବହାର ହୋଇ ନ ଥିବା ୟୁପିଆଇ ଆଇଡି ବନ୍ଦ ହୋଇଯିବ। ଯଦି ଗୁଗୁଲ ପେ’, ପେ’ଟିଏମ୍‌ ଏବଂ ଫୋନ୍‌ ପେ’ ଭଳି ପେମେଣ୍ଟ ଆପ୍‌ରେ ୟୁପିଆଇ ଆଇଡି ବ୍ୟବହାର କରୁଛନ୍ତି, ହେଲେ...

ଏବେ ବିକ୍ରି ହେବାକୁ ଯାଉଛି ସାହାରା ହସ୍ପିଟାଲ, ଜାଣନ୍ତୁ କିଏ ହେବ…

ନୂଆଦିଲ୍ଲୀ,୮।୧୨: ସାହାରା ଗ୍ରୁପ୍‌ ମାଲିକଙ୍କର ନଭେମ୍ବରରେ ମୃତ୍ୟୁ ଘଟିଛି। ‘ସାହାରା ଶ୍ରୀ’ ନିଜର ଜୀବନକାଳ ମଧ୍ୟରେ ଜିରୋରୁ ହିରୋ ହେବାର ଯାତ୍ରା ନିରୂପଣ କରିଥିଲେ। ହେଲେ ଯେଉଁ ଗ୍ରୁପ୍‌କୁ ସେ ନିଜ ଆଖି ସମ୍ମୁଖରେ ଶୀଖରରେ ପହଞ୍ଚାଇଥିଲେ ସେ ଧରାଶାୟୀ...

ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା ଫସି ରହିଛି ସେ ଏହି ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ହେଲେ ନିକଟରେ...

ଏଲ୍‌ଆଇସିର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’: ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ମିଳିବ…

ନୂଆଦିଲ୍ଲୀ,୧।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମର ପାଟନା ଡିଭିଜନ ପକ୍ଷରୁ ଏକ ସ୍ବତନ୍ତ୍ର ଲୋର୍କାପଣ ଉତ୍ସବ ସହ ଏକ ଖବରଦାତା...

ଆସନ୍ତା ବିବାହ ଋତୁରେ ୪.୭୪ ଲକ୍ଷ କୋଟିର କାରବାର ଆକଳନ

ଭୁବନେଶ୍ୱର, ୨୩।୧୧ (ଅଭୟ ଦାଶ): ଚଳିତ ବର୍ଷର ବିବାହ ଋତୁ ବେଶ୍‌ ଜାକଜମକରେ ହେବ ବୋଲି ଚର୍ଚ୍ଚା ହେଉଛି। କାରଣ ଆସନ୍ତା (ବିବାହ ଋତୁ) ୧୧ଦିନରେ ମୋଟ ୩୮ ଲକ୍ଷ ବାହାଘର ହେବ ବୋଲି କନ୍‌ଫେଡେରେଶନ ଅଫ୍‌ ଅଲ ଇଣ୍ଡିଆ...

ଗୌତମ ସିଙ୍ଘାନିଆଙ୍କୁ ଛାଡ଼ପତ୍ର ନେଇ ଘୋଷଣା କରିବା ପଡ଼ିଲା ମହଙ୍ଗା, ୧୫୦୦ କୋଟି କ୍ଷତି ସହିଲା ରେମଣ୍ଡ କମ୍ପାନୀ

ନୂଆଦିଲ୍ଲୀ,୨୨।୧୧: ରେମଣ୍ଡ କମ୍ପାନୀ ଚେୟାରମ୍ୟାନ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କ ଛାଡ଼ପତ୍ର ଖବର ଏବେ କମ୍ପାନୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କାରଣ ଏନେଇ ଗୌତମ ଘୋଷଣା କରିବା ଦିନଠାରୁ ଏଯାବତ ତାଙ୍କର ୧୫୦୦...

ଦୀର୍ଘ ୩୨ ବର୍ଷର ବୈବାହିକ ଜୀବନ ପରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ରେମଣ୍ଡ ଗ୍ରୁପ୍‌ ଚେୟାରମ୍ୟାନ୍‌; ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୧୧: ଦୀର୍ଘ ୩୨ ବର୍ଷର ବୈବାହିକ ଜୀବନ ପରେ ପ୍ରତିଷ୍ଠିତ ରେମଣ୍ଡ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ସିଙ୍ଘାନିଆ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କ ଠାରୁ ଅଲଗା ହୋଇଛନ୍ତି। ଏନେଇ ସେ ଘୋଷଣା କରିବା ପରେ ଦୁହେଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri