Business

Ola ବାଇକ୍‌ ବୁକ୍‌ କରିଥିବା ଗ୍ରାହକଙ୍କ ପାଇଁ ଖୁସିଖବର, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଡେଲିଭରି

ନୂଆଦିଲ୍ଲୀ,୧୩।୪: ଓଲା ଇଲେକ୍ଟ୍ରିକ୍‌ ବାଇକ ରୋଡଷ୍ଟର ଏକ୍ସ (Ola Roadster X) ବୁକ୍‌ କରିଥିବା ଗ୍ରାହକମାନଙ୍କ ପାଇଁ ଏକ ଖୁସି ଖବର। ଓଲା ଏହାର ବାଇକ୍‌ର ଉତ୍ପାଦନ…

1 day ago

ଭୁବନେଶ୍ୱରରେ ରୁପା କିଲୋ ୧.୧୦ ଲକ୍ଷ

ଭୁବନେଶ୍ୱର,୧୩।୪ (ଅଭୟ ଦାଶ): ଘରୋଇ ବଜାରରେ କ୍ରମାଗତ ଭାବେ ସୁନା ଓ ରୁପାର ମୂଲ୍ୟ ବୃଦ୍ଧି ପାଇଚାଲିଛି। ଏପରିକି ସୁନା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ବେଳେ…

2 days ago

ପୋଷ୍ଟ ଅଫିସର ଜବରଦସ୍ତ ଯୋଜନା, ଅବସର ପରେ ପ୍ରତି ମାସରେ ମିଳିବ ୨୦ ହଜାର ଟଙ୍କା

ନୂଆଦିଲ୍ଲୀ,୧୦।୪: ଯଦି ଆପଣ ଏପରି ଏକ ଯୋଜନା ଖୋଜୁଛନ୍ତି ଯାହା ଅବସର ପରେ ପ୍ରତି ମାସରେ ଆପଣଙ୍କୁ ଏକ ସ୍ଥିର ଆୟ ଦେବ, ତେବେ ଏହି ଖବର…

5 days ago

ଭାରତ ପାଇଁ ଲାଭବାନ ହେଲା ChatGPT, ରେକର୍ଡ କଲା Ghibli

ନୂଆଦିଲ୍ଲୀ,୬।୪: ChatGPTର ନୂତନ ଇମେଜ ଜେନେରେଶନ ଟୁଲ୍‌ ଗତ କିଛି ଦିନ ଧରି ଚର୍ଚ୍ଚାରେ ରହି ଆସୁଛି। ସମସ୍ତେ ଷ୍ଟୁଡିଓ ଘିବଲି ଆର୍ଟର ଫଟୋ ତିଆରି କରିବାରେ…

1 week ago

ଗୋଟିଏ କି ଦୁଇଟି ନୁହେଁ…ଓଲା ଆଣିବ ୧୨ ଇଲେକ୍ଟ୍ରିକ୍‌ ୨ ଚକିଆ ଯାନ; କମ୍ପାନୀର ବଡ଼ ଯୋଜନା…

ନୂଆଦିଲ୍ଲୀ,୬।୪: ଇଲେକ୍ଟ୍ରିକ ସ୍କୁଟର ଏବଂ ବାଇକ୍‌ ତିଆରି କରୁଥିବା କମ୍ପାନୀ Ola Electric ଏକ ଜବରଦସ୍ତ ପ୍ଲାନ ପ୍ରସ୍ତୁତ କରିଛି। ନିକଟରେ ଏହାର ନୂତନ ଇଲେକ୍ଟ୍ରିକ ବାଇକ…

1 week ago

ଥାର୍ଡ AC ଟିକେଟରେ ଫାଷ୍ଟ ACରେ କରନ୍ତୁ ଯାତ୍ରା! ରେଳବାଇର ଏହି ନିୟମ ଜାଣିନେଲେ ହେବେ ଉପକୃତ…

ନୂଆଦିଲ୍ଲୀ,୬।୪: ପ୍ରତିଦିନ ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଅଧିକାଂଶ ଯାତ୍ରୀ ଏସି କିମ୍ବା ସ୍ଲିପର କୋଚରେ ଟିକେଟ ବୁକ୍‌ କରି ଯାତ୍ରା କରନ୍ତି।…

1 week ago

8th Pay Commission: ୨୦୨୬ ଜାନୁଆରୀ ପହିଲାରୁ ଅବସର ନେଉଥିବା କର୍ମଚାରୀଙ୍କୁ ମିଳିବ କି ନାହିଁ ୮ମ ବେତନ କମିଶନର ଲାଭ? ଜାଣନ୍ତୁ…

ନୂଆଦିଲ୍ଲୀ,୬।୪: ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଚିନ୍ତା ବଢ଼ିପାରେ। କାରଣ କର୍ମଚାରୀମାନଙ୍କ ମନରେ ପ୍ରଶ୍ନ…

1 week ago

ଚାଇନାର ପ୍ରହାରରେ ଆମେରିକୀୟ ଶେୟାର ବଜାରରେ ହାହାକାର

ଓ୍ବାଶିଂଟନ୍‌,୪।୪: ବିଶ୍ୱର ଦୁଇଟି ବୃହତ୍‌ ଅର୍ଥନୀତି ପରସ୍ପର ସହିତ ଟାରିଫ୍‌ ଓ୍ବାର୍‌ ଆରମ୍ଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ…

1 week ago

ଉଦ୍ୟୋଗୀମାନେ ନୈତିକତା ବଜାୟ ରଖିବା ଜରୁରୀ

ଅତ୍ୟାଧୁନିକ ପ୍ରଣାଳୀରେ କାଜୁ ପ୍ରକ୍ରିୟାକରଣ କରି ବଜାରରେ ଉପଲବ୍ଧ କରାଇବାରେ ବିନାୟକ କ୍ୟାସ୍ୟୁଜ୍‌ ବେଶ୍‌ ପରିଚିତ। ଓଡ଼ିଶା କାଜୁକୁ ସାରା ଭାରତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଢେଙ୍କାନାଳସ୍ଥିତ ଏହି…

2 weeks ago

ATM-UPIରୁ ବାହାର କରିପାରିବେ PF ଟଙ୍କା, ଏହି ମାସରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ,୨୭।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ମେ ଶେଷ କିମ୍ବା ଜୁନ ୨୦୨୫ ଆରମ୍ଭ ସୁଦ୍ଧା ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏହି ନୂତନ…

3 weeks ago

UPI Down: କାମ କରୁନି ୟୁପିଆଇ, ପେମେଣ୍ଟ କରିପାରୁନାହାନ୍ତି ବ୍ୟବହାକାରୀ

ନୂଆଦିଲ୍ଲୀ,୨୬।୩: UPI ସେବାରେ ଏକ ବଡ଼ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ମିଳିଛି। ଫଳରେ ହଜାର ହଜାର ଉପଭୋକ୍ତା ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ…

3 weeks ago

ଫେସବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତ

ନୂଆଦିଲ୍ଲୀ,୨୫।୩: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ ଏବଂ ‘ଇନଷ୍ଟାଗ୍ରାମ’ରେ ମଙ୍ଗଳବାର ବ୍ୟାପକ ବିଭ୍ରାଟ ଦେଖାଦେଇଛି। ଏହାକୁ ନେଇ ସାରା ବିଶ୍ୱର ବ୍ୟବହାରକାରୀମାନେ ଆପ୍‌ ଏବଂ ଓ୍ବେବ୍‌ସାଇଟ୍‌…

3 weeks ago