Tag Archives: Business

ଏବେ ପୋଷ୍ଟ ଅଫିସ ଜରିଆରେ ବି ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍‌, ଆର୍‌ବିଆଇ କଲା ଘୋଷଣା…

ନୂଆଦିଲ୍ଲୀ,୬।୧: ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ନେଇ ନୂଆ ଘୋଷଣା କରିଛି ଆର୍‌ବିଆଇ। ଏବେ ବ୍ୟାଙ୍କ ବ୍ୟତିତ ଗ୍ରାହକମାନେ ପୋଷ୍ଟଅଫିସ ଜରିଆରେ ଏହି ନୋଟ ବଦଳାଇପାରିବେ। ଏହାକୁ ନେଇ କିଛି ନିର୍ଦ୍ଦେଶନାମା ମାନିବାକୁ ପଡ଼ିବ। ପ୍ରଥମେ ଅନଲାଇନ୍‌ରେ ଉପଲବ୍ଧ ହେଉଥିବା...

ନୂଆବର୍ଷରେ ଗ୍ରାହକଙ୍କୁ ପିଏନ୍‌ବିର ଭେଟି, ବଢ଼ାଇଲା FDରେ ସୁଧ ହାର

ନୂଆଦିଲ୍ଲୀ,୨।୧: ଦେଶର ଦ୍ୱିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ନୂଆବର୍ଷରେ ଗ୍ରାହକଙ୍କୁ ଭେଟି ଦେଇଛି। ବ୍ୟାଙ୍କ ୨ କୋଟି ଟଙ୍କାରୁ କମ୍‌ ଜମା(ଏଫ୍‌ଡି) ଉପରେ ସୁଧ ହାର ପରିବର୍ତ୍ତନ କରିଛି। ନିର୍ଦ୍ଧାରିତ ସମୟସୀମା ଲାଗି ଏଫ୍‌ଡିରେ ସୁଧହାରରେ...

୨୦୨୩-୨୪ ଆର୍ଥିକ ବର୍ଷରେ ୮.୧୮ କୋଟି ଆଇଟିଆର୍‌ ଦାଖଲର ରେକର୍ଡ

ନୂଆଦିଲ୍ଲୀ,୨।୧: ୨୦୨୩ରେ ଆୟକର ବିଭାଗ ବଡ଼ ଉପଲବ୍ଧି ହାସଲ କରିଛି। ଆର୍ର୍ଥିକ ବର୍ଷ ୨୦୨୩-୨୪ ଲାଗି ଡିସେମ୍ବର ୩୧ ଯାଏ ଦାଖଲ କରାଯାଇଥିବା ଆୟକର ରିଟର୍ନ(ଆଇଟିଆର୍‌) ସଂଖ୍ୟା ୮.୧୮ କୋଟି ଯାଏ ପହଞ୍ଚି ରେକର୍ଡ ସୃଷ୍ଟି ହୋଇଛି। ତେବେ ୨୦୨୨ରେ...

ବିବାହ ପରଦିନଠାରୁ ସ୍ତ୍ରୀଙ୍କୁ ମାର୍‌ପିଟ୍‌ ସହ ନିର୍ଯାତନା; ମୋଟିଭେସନାଲ ସ୍ପିକର୍‌ ବିବେକ ବିନ୍ଦ୍ରାଙ୍କ ନାମରେ ଘରୋଇ ହିଂସା ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ମୋଟିଭେସନାଲ ସ୍ପିକର୍‌, ୟୁଟ୍ୟୁବ୍‌ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆରେ ବ୍ୟବସାୟ କୋଚ୍‌ ଭାବେ ପରିଚିତ ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ବିବାହର ମାସେ ନ ପୁରୁଣୁ ସେ ସ୍ତ୍ରୀ ୟାନିକାଙ୍କୁ ମାର୍‌ପିଟ ସହ ନିର୍ଯାତନା...

ଏଭଳି ଦେଖନ୍ତୁ Youtube ଭିଡିଓ, ଦିନ ସାରା ବ୍ୟବହାର କଲେ ବି ସରିବନି ଡାଟା…

ଦିନ ଥିଲା ୧ଜିବି ଡାଟା ମାସେ ଯାଏ ବ୍ୟବହାର କରାଯାଉଥିଲା। ହେଲେ ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି। ତା ସହ ବଢ଼ିଛି ମନୋରଞ୍ଜନର ପ୍ଲାଟଫର୍ମ। ସେଥିରୁ ଗୋଟିଏ ହେଲା ୟୁଟ୍ୟୁବ୍‌। ଅନେକ ଏଥିରେ ଭିଡିଓ ଦେଖିବାକୁ ଭଲ...

Sahara Refund: ଏବେ ସାହାରା ରିଫଣ୍ଡ ପୋର୍ଟାଲରେ ୧୯,୯୯୯ ଟଙ୍କା ଯାଏ କରିପାରିବେ କ୍ଲେମ୍‌, ତୁରନ୍ତ ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨୧।୧୨: ସାହାରା ଇଣ୍ଡିଆରେ ଫସିଥିବା ଟଙ୍କାକୁ ଫେରି ପାଇବାକୁ ଚାହିଁ ରହିଥିବା କୋଟି କୋଟି ଲୋକଙ୍କ ଲାଗି ଖୁସି ଖବର। ଏବେଠାରୁ ନିବେଶକମାନେ ରିଫଣ୍ଡ ପୋର୍ଟାଲରୁ ୧୯,୯୯୯ ଟଙ୍କା ଯାଏ କ୍ଲେମ୍‌ ଫାଇଲ କରିପାରିବେ। ଏଯାବତ ଏହି ରାଶି ୧୦...

ଘରେ କେତେ ଟଙ୍କା ନଗଦ ରଖିପାରିବେ? ଜାଣନ୍ତୁ କ’ଣ କୁହେ ଆୟକର ବିଭାଗର ନିୟମ

ନୂଆଦିଲ୍ଲୀ,୨୦।୧୨: ଆୟକର ଚଢ଼ାଉରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଘରେ କୋଟି କୋଟି ଟଙ୍କାର ନଗଦ ରାଶି ରଖିଥିବା ଜଣାପଡ଼ୁଛି। ନିକଟରେ କଂଗ୍ରେସ ଏମ୍‌ପି ଧୀରଜ ପ୍ରସାଦ ସାହୁଙ୍କ କଥାକୁ ଉଦାହରଣସ୍ବରୂପ ନିଆଯାଇପାରେ। ତାଙ୍କ ନିକଟରୁ ବିଭାଗ ୩୫୧ କୋଟି ଜବତ...

‘କ୍ରେଡିଟ୍‌ କାର୍ଡ’ ଆଣିଲା ଏଲ୍‌ଆଇସି: ମାଗଣାରେ ମିଳିବ ୫ ଲକ୍ଷର ବୀମା ସୁରକ୍ଷା ସମେତ ଅନେକ ଲାଭ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) କ୍ରେଡିଟ୍‌ କାର୍ଡ ଲଞ୍ଚ କରିଛି। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ସୁରକ୍ଷା ସହ ଅନେକ ଲାଭ ପ୍ରଦାନ କରାଯାଉଛି। କ୍ରେଡିଟ୍‌ କାର୍ଡରେ ଯୋଗଦାନ ଏବଂ ବାର୍ଷିକ ଶୁଳ୍କ ନାହିଁ।...

ଗ୍ରାହକଙ୍କୁ ଏସ୍‌ବିଆଇର ଝଟ୍‌କା, ଗୃହ-ଅଟୋ-ବ୍ୟକ୍ତିଗତ ଋଣ ହେଲା ମହଙ୍ଗା

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛି। ବ୍ୟାଙ୍କ ଏହାର ଋଣକୁ ମହଙ୍ଗା କରିଦେଇଛି। ଏବେ ଋଣ ଲାଗି ସୁଧ ଦର ୧୦.୧୦%ରୁ ବଢ଼ି ୧୦.୨୫% ହୋଇଛି। ଫଳରେ ଗୃହ ଋଣ, ଅଟୋ ଋଣ, ବ୍ୟକ୍ତିଗତ ଋଣ...

ଗ୍ରାହକଙ୍କୁ ସତର୍କ କରାଇଲା ପିଏନ୍‌ବି: ଡିସେମ୍ବର ପୂର୍ବରୁ କରିନିଅନ୍ତୁ ଏହି କାମ, ନଚେତ ବନ୍ଦ ହେବ ଆକାଉଣ୍ଟ

ନୂଆଦିଲ୍ଲୀ,୧୩।୧୨: ଗ୍ରାହକମାନଙ୍କୁ ସତର୍କ କରାଇଛି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)। ଡିସେମ୍ବର ୧୮ ମଧ୍ୟରେ ଗ୍ରାହକଙ୍କୁ କଓ୍ବୋଇସି ଅପ୍‌ଡେଟ୍‌ କରିବାକୁ ସମୟ ଦିଆଯାଇଛି। ଯଦି ସେ ସେଭଳି ନ କରନ୍ତି ତେବେ ଆର୍‌ବିଆଇ ଗାଇଡଲାଇନ ମୁତାବକ ଆକାଉଣ୍ଟକୁ ଫ୍ରିଜ୍‌ କରିଦିଆଯିବ। ଗ୍ରାହକମାନେ...

ଏଲ୍‌ଆଇସିର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’: ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ମିଳିବ…

ନୂଆଦିଲ୍ଲୀ,୧।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମର ପାଟନା ଡିଭିଜନ ପକ୍ଷରୁ ଏକ ସ୍ବତନ୍ତ୍ର ଲୋର୍କାପଣ ଉତ୍ସବ ସହ ଏକ ଖବରଦାତା...

ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ହିମାଳୟାନ ଉନ୍ମୋଚିତ: ଆକର୍ଷଣୀୟ ଡିଜାଇନିଂ ସହ ରହିଛି…

ନୂଆଦିଲ୍ଲୀ,୧।୧୨: ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ହିମାଳୟାନ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଅଧିକ ପାୱାର ଓ ଟର୍କ ସହିତ ଉକ୍ତ ମଡେଲ ରୟାଲ ଏନ୍‌ଫିଲ୍ଡର ପ୍ରଥମ ଲିକ୍ୱିଡ-କୁଲ୍‌ଡ ଇଞ୍ଜିନ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri