ବଦଳିଲା ବ୍ୟାଙ୍କ ଲକର୍ ଫିସ୍, ଏବେ ଖୋଲିବାକୁ ଗଣିବେ ଏତିକି ଟଙ୍କା
ନୂଆଦିଲ୍ଲୀ,୮।୧୧: ପରିଶ୍ରମରେ ରୋଜଗାର କରୁଥିବା ଟଙ୍କାକୁ ସୁରକ୍ଷିତ ରଖିବା ଲାଗି ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟ ଖୋଲିବା ସୁବିଧା ପ୍ରଦାନ କରାଯାଇଥାଏ। ଟଙ୍କା ସହ ଆପଣ ବ୍ୟାଙ୍କରେ ନିଜର ଦାମୀ ସୁନା, ଜରୁରୀ କାଗଜପତ୍ର ଆଦି ମଧ୍ୟ ଜମା କରିପାରିବେ। ଏଥିଲାଗି...
ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ?
ନୂଆଦିଲ୍ଲୀ,୩।୧୧: ଚଳିତ ବର୍ଷର ପାର୍ବଣ (ଦଶହରା, ଗଜଲକ୍ଷ୍ମୀ,କାଳୀପୂଜା ଏବଂ ଧନ୍ତେରସ୍) ସମୟରେ ଉଭୟ ସୁନା ଓ ରୁପା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ଏପରିକି ପାର୍ବଣ କାରବାର ପାଇଁ ସବୁ ବର୍ଗର ଅଳଙ୍କାର ପ୍ରତିଷ୍ଠାନ ଆକର୍ଷଣୀୟ ଅଫର ଓ ଉପହାରର ବ୍ୟବସ୍ଥାକରି...
୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍
ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ ମାତ୍ର ୬୯୯ ଟଙ୍କା ମୂଲ୍ୟରେ ରିଲାଏନ୍ସର ଜିଓ ଭାରତ ୪ଜି ଫୋନ୍ ନିକଟସ୍ଥ...
ମାସକୁ ୯୦୦୦ ଟଙ୍କା ରୋଜଗାର କରିବାକୁ ଚାହାନ୍ତି କି? ପୋଷ୍ଟ ଅଫିସର ଏହି ଯୋଜନା ଜବରଦସ୍ତ; ନିବେଶ କରି…
ନୂଆଦିଲ୍ଲୀ,୨୬।୧୦: ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ କରିଥାଏ। ଯଦି ଆପଣ ନିୟମିତ ଆୟ ଲାଗି ଭଲ ବିନିଯୋଗ ବିକଳ୍ପ ଖୋଜୁଛନ୍ତି,...
ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍
ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ ସମାନ କାମ କରୁଥିବା ନଜର ଆସିପାରନ୍ତି। କହିବାର ତାତ୍ପର୍ଯ୍ୟ ତାଙ୍କ କମ୍ପାନୀ ରିଲାଏନ୍ସ...
‘ହ୍ବାଟ୍ସଆପ୍’ରେ ନିଜର ସିକ୍ରେଟ୍ ଚାଟ୍କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି…
ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏମିତିରେ କିଛି ନିଜର ଚାଟ୍କୁ ଲୁଚାଇବାକୁ ଚାହାନ୍ତି। ଯଦି ଆପଣ ସେଥିରୁ...
ଅଟଳ ପେନସନ ଯୋଜନା: ସାମିଲ ହେଲେଣି ୫୬ ଲକ୍ଷ ଲୋକେ, ଜାଣନ୍ତୁ ଏହାର ଲାଭ, କିଭଳି କରିବେ ଆବେଦନ
ନୂଆଦିଲ୍ଲୀ,୧୦।୧୦: ଅବସର ପରେ ସମ୍ମୁଖୀନ ହେଉଥିବା ଆର୍ଥିକ ଆହ୍ବାନର ମୁକାବିଲା ଲାଗି ପେନସନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର ଏହାକୁ ବୁଝନ୍ତି ଏବଂ ସେଥିଲାଗି ଅନେକ ଯୋଜନା ପରିଚାଳିତ ହେଉଛି। ଏଥିରେ ବିନିଯୋଗ କରି ଯେକେହି ନିଜର ଅବସରପରର ଜୀବନକୁ...
ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…
ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍(ଏଫ୍ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ ମୋଟା ଅଙ୍କର ସୁଧ ପାଇବା ଆଶାରେ ଏଥିରେ ଅନେକ ପୁଞ୍ଜିନିବେଶ କରିଥାନ୍ତି। ହେଲେ...
ଭାରତରେ ପଡ଼ିଲା ଆମେରିକା ପ୍ରଭାବ, ଖସିଲା ସେୟାର ବଜାର
ମୁମ଼୍ବାଇ, ୦୨।୦୮: ଆମେରିକାରେ ଚିନ୍ତାଜନକ ଦର ବୃଦ୍ଧି ଏବଂ ଏସୀୟ ବଜାରରେ ହ୍ରାସର ପ୍ରଭାବ ଭାରତରେ ପଡ଼ିଛି । ଫଳରେ ନିଫ୍ଟି ଏବଂ ସେନ୍ସେକ୍ସ ଶୁକ୍ରବାର ଅହେତୁକ ହ୍ରାସର ସହ ଖୋଲିଛି । ବ୍ୟାଙ୍କିଂ, ଅଟୋ, ଆଇଟି ଏବଂ ଶକ୍ତି...
ବୈଲୋଚନ ଏଆଇବିଓସିର ରାଜ୍ୟ ସଭାପତି
ଭୁବନେଶ୍ୱର,୨୮।୭: ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍ଫେଡେରେଶନ (ଏଆଇବିଓସି) ରାଜ୍ୟ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଭୁବନେଶ୍ୱରର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ର ପ୍ରଧାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଆଗାମୀ ୩ବର୍ଷ ପାଇଁ ଏଆଇବିଓସିର ରାଜ୍ୟ...
ନାଲ୍କୋ ପରିଦର୍ଶନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସତୀଶ
ଭୁବନେଶ୍ୱର,୨୮।୭: ପ୍ରଥମଥର ପାଇଁ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର୍ୟମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଶନିବାର ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍(ନାଲ୍କୋ)ର ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ନାଲ୍କୋ ସିଏମ୍ଡି...
ବଢ଼ିପାରେ ଚିନି ଏମ୍ଏସ୍ପି
ଭୁବନେଶ୍ୱର, ୨୮।୭(ଅନୁରାଧା ମହାରଣା): ଆସନ୍ତା କିଛିଦିନ ମଧ୍ୟରେ ଚିନିର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧି ଉପରେ ସରକାର ନିଷ୍ପତ୍ତି ନେଇପାରନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଏନେଇ ସୂଚନା ଦେଇଛନ୍ତି। ଅଲ ଇଣ୍ଡିଆ ସୁଗାର ଟ୍ରେଡ୍ ଆସୋସିଏଶନ (ଏଆଇଏସ୍ଟିଏ)ର...
Archives


