ହିରୋ ମୋଟୋକର୍ପ ଚେୟାରମ୍ୟାନ୍ଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି ନୂଆଦିଲ୍ଲୀ,୧୭।୧୧: ମନି ଲଣ୍ଡରିଂର ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ହିରୋ ମୋଟୋକର୍ପର ଅଧ୍ୟକ୍ଷ ପଓ୍ବନ କାନ୍ତ ମୁଞ୍ଜଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ଏହି ମାମଲାର ତଦନ୍ତ ଇଡି ପକ୍ଷରୁ କରାଯାଉଛି। ତେବେ ବିଚାରପତି ସୌରଭ ବାନାର୍ଜୀ ମୁଞ୍ଜାଲଙ୍କ...
ନଓ୍ବାଜ ମୋଦି କିଏ? ଯାହାଙ୍କଠାରୁ ୩୨ ବର୍ଷ ପରେ ଅଲଗା ହେଲେ ରେମଣ୍ଡ ଗ୍ରୁପ୍ ଚେୟାରମ୍ୟାନ୍ ନୂଆଦିଲ୍ଲୀ,୧୪।୧୧: ବ୍ୟବସାୟଜଗତରେ ରେମଣ୍ଡ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ସିଙ୍ଘାନିଆ ଜଣେ ପରିଚିତ ନାମ। ୧୧,୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ଗୌତମ ସ୍ତ୍ରୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କଠାରୁ ଅଲଗା ହେବାନେଇ ଘୋଷଣା କରିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ତେବେ...
ଚାକିରି ଛାଡ଼ି ଘର ବିକିଥିଲେ, ଏବେ ଲୋକେ କହୁଛନ୍ତି ‘ସମୋସା କିଙ୍ଗ’; ବର୍ଷକୁ କରୁଛନ୍ତି ୪୫ କୋଟି ରୋଜଗାର… ଚାକିରି ଛାଡ଼ି ବ୍ୟବସାୟ କରିବା ସହଜ ନୁହେଁ। ପ୍ରାୟତଃ ଲୋକଙ୍କୁ ଏଥିରେ ସଫଳ ହେବା ଲାଗି ଅନେକ କଷ୍ଟକର ସ୍ଥିତି ଦେଇ ଗତି କରିବାକୁ ପଡେ। ଠିକ୍ ସେମିତି କିଛି ବେଙ୍ଗାଲୁରୁର ଦମ୍ପତି ନିଧି ଏବଂ ଶିଖର ବୀର ସିଂହଙ୍କ...
Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍ ରେସିଂ ବାଇକ୍; ୨୬୫ କିମି ପ୍ରତିଘଣ୍ଟା ବେଗରେ… ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ।...
ଜିଓ ଆଣିଲା ଜବରଦସ୍ତ ଚଷମା, ମୋବାଇଲ ସ୍କ୍ରିନ୍କୁ କରିଦେବ ହାଇଟେକ୍ ଥିଏଟର ନୂଆଦିଲ୍ଲୀ,୧୧।୧୧: ଭାରତର ଶ୍ରେଷ୍ଠ ଟେଲିକମ୍ କମ୍ପାନୀ ଜିଓ ଏଆର୍-ଭିଆର୍ ସପୋର୍ଟ ଥିବା ମିକ୍ସଡ୍ ରିଆଲିଟି ହେଡସେଟ୍ ଜିଓ ଚଷମା ବଜାରକୁ ଆଣିଛି। ଏହାକୁ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩ରେ ପ୍ରଦର୍ଶନ କରାଯାଇଥିଲା। ଏହି ହାଇଟେକ୍ ଚଷମାର ଏକାଧିକ ସ୍ବତନ୍ତ୍ରତା ରହିଛି।...
‘ଫେଷ୍ଟିଭ୍ ସିଜନ୍ ସେଲ୍’ ଆରମ୍ଭ କଲା Vistara; ୧,୯୯୯ ଟଙ୍କାରେ କରନ୍ତୁ ବିମାନ ଯାତ୍ରା… ନୂଆଦିଲ୍ଲୀ,୮।୧୧: ପ୍ରମୁଖ ବିମାନ କମ୍ପାନୀ ‘ବିସ୍ତାରା’ ପାର୍ବଣ ଋତୁକୁ ଆଖି ଆଗରେ ରଖି ଏକ ସ୍ବତନ୍ତ୍ର ‘ସେଲ୍’ ଆରମ୍ଭ କରିଛି। ଏହାର ଲାଭ ଉଠାଇ ଯେକେହି ନିଜର ଆଗାମୀ ବିମାନ ଯାତ୍ରା ଲାଗି ଏବେଠାରୁ ଶସ୍ତାରେ ଟିକେଟ କିଣିପାରିବେ। ବିମାନ...
କର୍ମଚାରୀଙ୍କୁ ମାସକୁ ୧୦ ଦିନ ଅଫିସରୁ କାମ କରିବାକୁ କହିଲା ଇନ୍ଫୋସିସ୍ ନୂଆଦିଲ୍ଲୀ,୧।୧୧: ପ୍ରମୁଖ ଆଇଟି କମ୍ପାନୀ ଇନ୍ଫୋସିସ୍ ନିଜର କର୍ମଚାରୀମାନଙ୍କୁ ପ୍ରତିମାସରେ ଅତି କମ୍ରେ ୧୦ ଦିନ ଅଫିସରୁ କାମ କରିବାକୁ କହିଛି। ଏହାକୁ କମ୍ପାନୀର କାର୍ଯ୍ୟ ନୀତିରେ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି। ତେବେ ଏଭଳି ପଦକ୍ଷେପ କମ୍ପାନୀର ହାଇବ୍ରିଡ୍...
ଜେଟ୍ ଏୟାରଓ୍ବେଜ୍ ପ୍ରତିଷ୍ଠାତାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ଇଡି, ୫୩୮ କୋଟି ଟଙ୍କା ଠକେଇର ମାମଲା… ନୂଆଦିଲ୍ଲୀ,୧।୧୧: କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍ ଦାଖଲ କରିଛି। ଏହି ଚାର୍ଜଶିଟ୍ରେ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ, ତାଙ୍କ ପତ୍ନୀ ଅନୀତା ଗୋୟଲ ଏବଂ ୪ ଅନ୍ୟ କମ୍ପାନୀ ନାମ...
ନଭେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି ଟଙ୍କା ସହ ଜଡ଼ିତ ୬ ବଡ଼ ପରିବର୍ତ୍ତନ, ପକେଟ ଉପରେ ପଡ଼ିବ ପ୍ରଭାବ, ଜାଣିନିଅନ୍ତୁ… ନୂଆଦିଲ୍ଲୀ,୩୧।୧୦: ସାଧାରଣତଃ ପ୍ରତି ମାସ ପହିଲାରେ ଟଙ୍କା ସହ ଜଡ଼ିତ କିଛି ନୂଆ ପରିବର୍ତ୍ତନ ଲାଗୁ ହୋଇଥାଏ। ବୁଧବାରଠାରୁ ନଭେମ୍ବର ମାସ ଆରମ୍ଭ ହେଉଥିବାରୁ କିଛି ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସଠାରୁ ଆରମ୍ଭ କରି...
୨୦ କୋଟି ଦେଲ ନାହିଁ, ଏବେ ୨୦୦ କୋଟି ନ ଦେଲେ ଗୁଳି ମାରିଦେବୁ; ଅମ୍ବାନୀଙ୍କୁ ପୁଣି ମିଳିଲା ହତ୍ୟା ଧମକ… ମୁମ୍ବାଇ,୨୯।୧୦: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ଇମେଲ ଜରିଆରେ ଶନିବାର ପୁଣି ଥରେ ହତ୍ୟା ଧମକ ମିଳିଛି। ୨୦୦ କୋଟି ନ ଦେଲେ ତାଙ୍କୁ ଗୁଳି ମାରି ଦିଆଯିବ ବୋଲି ଧମକରେ...
ଲାଲ୍ଚାନ୍ଦର କୌନ୍ ବନେଗା ଲକ୍ଷପତି ଲକି ଡ୍ର ଭୁବନେଶ୍ୱର,୨୯।୧୦(ଅନୁରାଧା ମହାରଣା): ଲାଲ୍ଚାନ୍ଦର ମାଷ୍ଟରକ୍ୟାଣ୍ଟିନ୍ ଓ ରଘୁନାଥପୁର ଷ୍ଟୋର ପାଇଁ କୌନ୍ ବନେଗା ଲକ୍ଷପତି ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲରେ ୨ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଲକି ଡ୍ର ମାଧ୍ୟମରେ...
ବ୍ୟକ୍ତିଗତ ଜୀବନୀକୁ ନେଇ ବଡ଼ ଖୁଲାସା ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସ୍ତ୍ରୀ ନୀତା ଅମ୍ବାନୀ ମୁମ୍ବାଇ,୨୭।୧୦: ଆଜିକାଲି ଝିଅମାନେ ସବୁ କ୍ଷେତ୍ରରେ ପୁଅମାନଙ୍କ ସହିତ ସମାନ। ମୋ ଘରେ ତିନି ପିଲା ଆକାଶ, ଅନନ୍ତ ଏବଂ ଇଶାଙ୍କ ମଧ୍ୟରେ ଭେଦଭାବ ମୁଁ କରି ନ ଥିଲି। ରିଲାଏନ୍ସରେ ତିନିଜଣଙ୍କୁ ସମାନ ଭାଗୀଦାରୀ ଦେଇଛନ୍ତି। ଏସିଆର ସବୁଠାରୁ...