ଡ୍ରାଗନ୍ର ବଡ଼ ଚାଲ୍…ଭାରତକୁ ‘ଟୁ ଆଣ୍ଡ ହାଫ୍ ଫ୍ରଣ୍ଟ ଓ୍ବାର୍’ରେ ଫସାଇ ରଖିବାକୁ ଚାହୁଁଛି ଚାଇନା ନୂଆଦିଲ୍ଲୀ,୧୬।୭: ବର୍ଷ ବର୍ଷ ଧରି ଚାଇନା ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି। ଏହାର ଅନେକ ଉଦାହରଣ ଦୁନିଆର ବଡ ମଞ୍ଚରେ ମଧ୍ୟ ଦେଖିବାକୁ ମିଳେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବିଷୟରେ...
ଚନ୍ଦ୍ରରୁ ମାଟି ଆଣିଲା ଚାଇନା ବେଜିଂ, ୨୬।୬: ଚାଇନାର ଚାଙ୍ଗ’ଇ-୬ ମହାକାଶ ଯାନ ପ୍ରଥମଥର ପାଇଁ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମର ମାଟି ଓ ପଥରର ନମୁନା ଏକତ୍ର କରି ମଙ୍ଗଳବାର ପୃଥିବୀକୁ ଫେରି ଉତ୍ତର ଚାଇନାରେ ଅବତରଣ କରିଛି। ପୃଥିବୀକୁ ଅଣାଯାଇଥିବା ଏହି ନମୁନାଗୁଡ଼ିକରେ ୨୫...
କଶ୍ମୀରକୁ ନେଇ ପାକିସ୍ତାନ-ଚଇନା ଭାଇ ଭାଇ, ଭାରତ ବିରୋଧରେ… ନୂଆଦିଲ୍ଲୀ, ୯ା୬: ପାକିସ୍ତାନ ସହିତ ଏବେ ଚଇନା ହାତ ମିଶାଇ ଭାରତ ବିରୋଧୀ କାର୍ଯ୍ୟପାଇଁ ପ୍ରସ୍ତୁତ ହେଉଛି। ଦକ୍ଷିଣ ଏସିଆରେ ଶନିବାର ଦୁଇ ଦେଶ କଶ୍ମୀରକୁ ନେଇ ଥିବା ସମସ୍ୟାର ଏକତରଫା ସମାଧାନକୁ ବିରୋଧ କରିବା ନେଇ ନିଷ୍ପତ୍ତି ନେଇଥିବା...
ଲୋକ ସଭା ନିର୍ବାଚନ ଉପରେ ଚାଇନାର ନଜର, ମୋଦି ପ୍ରଧାନମନ୍ତ୍ରୀ ହେଲେ… ବେଜିଂ/ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନର ଅଧିକାଂଶ ଏକ୍ଜିଟ୍ ପୋଲ୍ରେ ‘ମୋଦି ସରକାର ପୁଣି ଥରେ’ ପୂର୍ବାନୁମାନ କରାଯାଇଛି। ଯଦି ଏକ୍ଜିଟ୍ ପୋଲକୁ ବିଶ୍ୱାସ କରାଯାଏ, ତେବେ ତୃତୀୟଥର ପାଇଁ ଭାରତରେ ମୋଦି ସରକାରଙ୍କ ସମସ୍ତ ସମ୍ଭାବନା ରହିଛି। ଅନେକ ଏକ୍ଜିଟ୍...
ଜାଣିପାରିଲେନି ଆମେରିକା ଏବଂ ବ୍ରିଟେନ; ବିଶାଳ ଗୋଇନ୍ଦା ସୈନ୍ୟ ଗଠନ କରିଦେଲା ଚାଇନା ନୂଆଦିଲ୍ଲୀ,୩୧।୫: ଚାଇନା ଗତ କିଛି ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଯଥେଷ୍ଠ ଅଗ୍ରଗତି କରିଛି। ବାଣିଜ୍ୟ କ୍ଷେତରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ଚାଇନା ଆତ୍ମନିର୍ଭର ହେବା ସହିତ ଆମେରିକା ପରି ମହାଶକ୍ତିକୁ ଟକ୍କର ଦେଉଛି। ଏହାରି ମଧ୍ୟରେ ଚାଇନାର...
ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ ଭାଗିଦାରୀକୁ ଗଭୀର କରିବା ଉପରେ ମିଳିତ ବିବୃତ୍ତି ଜାରି କରିଛନ୍ତି। ଯାହାଦ୍ୱାରା ଦୁଇ...
ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍ କରିଛି। ଓ୍ବେନ୍ଚାଙ୍ଗ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ-୫ ରକେଟ ସହାୟତାରେ ଏହି ମହାକାଶ...
ପିଲା ଜନ୍ମ କରିବାକୁ ଡରୁଛନ୍ତି ଚାଇନାବାସୀ, ବନ୍ଦ ହେବାରେ ଲାଗିଛି… ବେଜିଂ,୧୯।୩: ପ୍ରତ୍ୟେହ ଚାଇନାରୁ ରୋଗକୁ ନେଇ ଖବର ଆସିଥାଏ। ଦେଶ କରୋନା, ଫ୍ଲୁ ଏବଂ ନିମୋନିଆଠାରୁ ଆରମ୍ଭ କରି ଅନେକ ପ୍ରକାରର ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି, କିନ୍ତୁ ଏଥର ଏଠାରେ ଏକ ନୂଆ ସଙ୍କଟ ଦେଖାଦେଇଛି। ନ୍ୟୁଜ...
ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ କରିବେ ଏହି ଦୁଇ ଦେଶ ମସ୍କୋ,୬ା୩: ଆସନ୍ତା ୧୦ ବର୍ଷ ମଧ୍ୟରେ ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ ପାଇଁ ଦୁଇ ଦେଶ ଏକ ପ୍ରକଳ୍ପ ଉପରେ ବିଚାର କରୁଛନ୍ତି। ମହାକାଶ ଉଡ଼ାଣ ଏବଂ ଅନୁସନ୍ଧାନ ପାଇଁ ରୋସ୍କୋସ୍ମୋର ସିଇଓ ୟୁରୀ ବୋରିସୋଭ କହିଛନ୍ତି, ଏହି ମିଶନ...
କୋଇଲା ଖଣିରେ ଅଘଟଣ: ୧୦ ମୃତ, ୬ ନିଖୋଜ ବେଜିଂ,୧୩ା୧: ଚାଇନାର ହେନାନ ପ୍ରଦେଶର ଏକ କୋଇଲା ଖଣିରେ ଦୁର୍ଘଟଣା ପରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଶନିବାର ସକାଳେ ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୋଇଲା ଏବଂ ବିସ୍ଫୋରଣ ଯୋଗୁ...
ଚାଇନା ଆଗରେ ହାତ ପାତିଲା ମାଳଦ୍ୱୀପ: କହିଲା ଆମର ପର୍ଯ୍ୟଟକ ଦରକାର… ବେଜିଂ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ବିବାଦ ମଧ୍ୟରେ ମାଲଦ୍ୱୀପ ଚାଇନାରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ତାଙ୍କ ଦେଶକୁ ଯଥାସମ୍ଭବ ପର୍ଯ୍ୟଟକ...
ପୁଣି ଚାଇନାରେ ଅଣାୟତ କରୋନା ସ୍ଥିତି: ଶ୍ମଶାନ ଘାଟରେ ଲମ୍ବା ଲାଇନ୍ ବେଜିଂ,୨୫।୧୨: ଚାଇନାରେ କରୋନାର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଛି। ଏଠାରେ କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ କରୋନା କାରଣରୁ ମୃତ୍ୟୁ ହେତୁ ଚାଇନା ଶ୍ମଶାନ ଘାଟ ୨୪ ଘଣ୍ଟା...