୪୧ ଟଙ୍କା କମିଗଲା LPG ସିଲିଣ୍ଡର ମୂଲ୍ୟ, ଆଜିଠାରୁ ହେଲା ଲାଗୁ
ନୂଆଦିଲ୍ଲୀ,୧।୪: ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ୧୯ କିଲୋଗ୍ରାମ ବାଣିଜ୍ୟିକ LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଦିଲ୍ଲୀରେ, ସଂଶୋଧିତ ଖୁଚୁରା ବିକ୍ରୟ ମୂଲ୍ୟ ବର୍ତ୍ତମାନ ୧,୭୬୨ ଟଙ୍କାରେ ପହଞ୍ଚିଛି। ଏହି ସଂଶୋଧନ ହୋଟେଲ ଏବଂ...