ଗାଇଡ୍ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ, ମଦ ପିଇ ହୋଲି ଖେଳିଲେ…
ଭୁବନେଶ୍ୱର,୧୨ା୩: ହୋଲି ପାଇଁ ଗାଇଡ୍ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସ୍ମିଟ୍ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ଉପରେ...