Advertisement

CONGRESS

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌, ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ପଠାଇଥାନ୍ତୁ, ହେଲେ..ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌, ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ପଠାଇଥାନ୍ତୁ, ହେଲେ..

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌, ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ପଠାଇଥାନ୍ତୁ, ହେଲେ..

ନୂଆଦିଲ୍ଲୀ, ୦୮।୦୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଭିନେଶ ଫୋଗାଟଙ୍କୁ ନେଇ ବଡ଼ କଥା କହିଛନ୍ତି । ଯଦି ଆମ…

9 months ago
ସରକାରଙ୍କ ପ୍ରସ୍ତାବକୁ ବିରୋଧ, କଂଗ୍ରେସ୍‌ ଦେଲା ନୋଟିସ୍‌ସରକାରଙ୍କ ପ୍ରସ୍ତାବକୁ ବିରୋଧ, କଂଗ୍ରେସ୍‌ ଦେଲା ନୋଟିସ୍‌

ସରକାରଙ୍କ ପ୍ରସ୍ତାବକୁ ବିରୋଧ, କଂଗ୍ରେସ୍‌ ଦେଲା ନୋଟିସ୍‌

ନୂଆଦିଲ୍ଲୀ, ୦୮।୦୮: ୱାକଫ ବୋର୍ଡ ଆଇନ୍‌ ସଂଶୋଧନ ବିଲକୁ ନେଇ ବିରୋଧ କରିବ କଂଗ୍ରେସ । ପାର୍ଟି ଏମ୍‌ପି ଇମ୍ରାନ ମାସୁଦ କହିଛନ୍ତି ଯେ ୱାକଫ ଆଇନ୍‌…

9 months ago
ଶସ୍ତା ହୋଇ ଚାଲିଛି ଭାରତୀୟ ଟଙ୍କା; ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସଶସ୍ତା ହୋଇ ଚାଲିଛି ଭାରତୀୟ ଟଙ୍କା; ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଶସ୍ତା ହୋଇ ଚାଲିଛି ଭାରତୀୟ ଟଙ୍କା; ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ, ୦୬।୦୮: ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪.୦୯ ସ୍ତରକୁ ହ୍ରାସ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କେନ୍ଦ୍ରକୁ ନିନ୍ଦା କରି ଏହା ସରକାରଙ୍କ "ଅର୍ଥନୈତିକ ଅଜ୍ଞତା"…

9 months ago
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ପାଳିଲା କଳା ଦିବସକେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ପାଳିଲା କଳା ଦିବସ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ପାଳିଲା କଳା ଦିବସ

ଶ୍ରୀନଗର,୫ା୮: ଧାରା ୩୭୦ ଉଚ୍ଛେଦ ହେବାର ୫ ବର୍ଷ ଅବସରରେ ଭାଜପା ଜମ୍ମୁ-କଶ୍ମୀର’ଏକତା ମହୋତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ…

9 months ago
‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ

‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ

ନୂଆଦିଲ୍ଲୀ, ୩୧।୦୭: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଛି । ରାଜ୍ୟ ସଭାରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଲଗା ରୂପ ଦେଖିବାକୁ ମିଳିଛି ।…

9 months ago
ଆରବରେ ଜନ୍ମିତ ହଲୱା କେମିତି ପହଞ୍ଚିଲା ଭାରତ ? ସଂସଦରେ ରାହୁଲ କହିଲେ…ଆରବରେ ଜନ୍ମିତ ହଲୱା କେମିତି ପହଞ୍ଚିଲା ଭାରତ ? ସଂସଦରେ ରାହୁଲ କହିଲେ…

ଆରବରେ ଜନ୍ମିତ ହଲୱା କେମିତି ପହଞ୍ଚିଲା ଭାରତ ? ସଂସଦରେ ରାହୁଲ କହିଲେ…

ନୂଆଦିଲ୍ଲୀ, ୩୦।୦୭: ସଂସଦରେ ଜାରି ରହଛି ମୌସୁମୀ ଅଧିବେସନ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବଜେଟ୍‌କୁ ନେଇ ଗତକାଲି ସଂସଦରେ ହାଲ୍ଲା କରିଛନ୍ତି ।…

9 months ago
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍‌ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍‌

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍‌

ଭୁବନେଶ୍ୱର,୨୯ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛି କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍‌କୁ ଗ୍ରହଣ ମଧ୍ୟ କରିଛନ୍ତି।…

9 months ago
୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି…

9 months ago
୨୦୨୭ରେ ଆମେ ଗଢ଼ିବୁ ସରକାର: ଅଖିଳେଶ୨୦୨୭ରେ ଆମେ ଗଢ଼ିବୁ ସରକାର: ଅଖିଳେଶ

୨୦୨୭ରେ ଆମେ ଗଢ଼ିବୁ ସରକାର: ଅଖିଳେଶ

ନୂଆଦିଲ୍ଲୀ,୨୪ା୭: ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ କିଛି ପୋଷ୍ଟ କରିଛନ୍ତି। ସେ କହିଛନ୍ତି, କେଶବ ପ୍ରସାଦଙ୍କ ବିଷୟରେ…

9 months ago
୩୦ ବର୍ଷ ଇତିହାସରେ ପ୍ରଥମଥର ଘଟିଲା, ଯାହା ହେଲା ଭଲ ହେଲା, କାହିଁକି ଏପରି କହିଲେ ତାରା…୩୦ ବର୍ଷ ଇତିହାସରେ ପ୍ରଥମଥର ଘଟିଲା, ଯାହା ହେଲା ଭଲ ହେଲା, କାହିଁକି ଏପରି କହିଲେ ତାରା…

୩୦ ବର୍ଷ ଇତିହାସରେ ପ୍ରଥମଥର ଘଟିଲା, ଯାହା ହେଲା ଭଲ ହେଲା, କାହିଁକି ଏପରି କହିଲେ ତାରା…

ଭୁବନେଶ୍ୱର,୨୧ା୭: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଆଜି ପିସିସି କମିଟି ଭାଙ୍ଗିବା ପରେ ତାରା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ…

9 months ago
ରାହୁଲ ଗାନ୍ଧୀଙ୍କୁ ମିଳିବ ଏହି ପୁରସ୍କାରରାହୁଲ ଗାନ୍ଧୀଙ୍କୁ ମିଳିବ ଏହି ପୁରସ୍କାର

ରାହୁଲ ଗାନ୍ଧୀଙ୍କୁ ମିଳିବ ଏହି ପୁରସ୍କାର

ନୂଆଦିଲ୍ଲୀ,୨୧ା୭: ରାଏବରେଲିର କଂଗ୍ରେସ ଏମ୍‌ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଓମେନ ଚାଣ୍ଡିଙ୍କ ସ୍ମୃତିରେ ପ୍ରତିଷ୍ଠିତ…

9 months ago
ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତାରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା

ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର,୨୧।୭: ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର…

9 months ago