Tag Archives: CONGRESS

USAID Funding: ସ୍ପଷ୍ଟୀକରଣ ଦେଲେ ଭାରତ ସରକାର, କଂଗ୍ରେସର ଅସ୍ଥିରୀକରଣ ଏଜେଣ୍ଡା ଜାରି

ନୂଆଦିଲ୍ଲୀ,୬ା୩: ଭାରତ USAID ପାଣ୍ଠି ଉପରେ ସ୍ପଷ୍ଟୀକରଣ ରଖିବା ପରେ ମଧ୍ୟ କଂଗ୍ରେସ ଏହାର ‘ଅସ୍ଥିରୀକରଣ ଏଜେଣ୍ଡା’ ଜାରି ରଖିଛି। USAID ପାଣ୍ଠି ଭାରତରେ ଭୋଟରଙ୍କ ମତଦାନକୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

KIIT ଛାତ୍ରୀ ମୃତ୍ୟୁ ଘଟଣା: ଦେବାଶିଷଙ୍କୁ ତାଗିଦ୍‌ କଲେ ପିସିସି ସଭାପତି ଭକ୍ତ ଦାସ

କଟକ,୩ା୩(ଶିଳ୍ପା ପ୍ରିୟଦର୍ଶିନୀ): କଂଗ୍ରେସ ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସ କିଟ ପ୍ରସଙ୍ଗ ନେଇ ତାଗିଦ କରିଛନ୍ତି। କଟକରେ ସୋମବାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଓଡ଼ିଆ ବଜାରସ୍ଥିତ ନେତାଜୀ...

ଶେଷ ହୋଇଗଲାକି କଂଗ୍ରେସ ସହ ମତଭେଦ?ଖାର୍ଗେ-ରାହୁଲଙ୍କ ସହ ଫଟୋରେ ନଜର ଆସିଲେ ଶଶି ଥରୁର

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନ ଧରି ବରିଷ୍ଠ କଂଗ୍ରେସ ନେତା ତଥା ତିରୁବନନ୍ତପୁରମ୍‌ ଏମ୍‌ପି ଶଶି ଥରୁର୍‌ ଦଳ ଉପରେ କ୍ଷୁବ୍ଧ ନଜର ଆସୁଥିଲେ। ଦଳରେ ତାଙ୍କୁ ଅଣଦେଖା କରୁଥିବା ସେ ଅନୁଭବ କରୁଥିବା କହିଥିଲେ। ହେଲେ ଏବେ ଏଭଳି...

Rahul Gandhi: ସେପଟେ ଚାଲିଥିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ, ଏପଟେ ରାହୁଲ କରୁଥିଲେ ହନୁମାନଜୀଙ୍କ ପୂଜା

ନୂଆଦିଲ୍ଲୀ,୨୦ା୨: ଗୁରୁବାରଠାରୁ ଦିଲ୍ଲୀରେ ଭାଜପା ଶାସନ ଅର୍ଥାତ୍‌ ରେଖା ରାଜ୍‌ ଆରମ୍ଭ ହୋଇଛି। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଆଜି ତାଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସମଗ୍ର NDA ପରିବାର ଦିଲ୍ଲୀରେ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ...

କ୍ଷମତାକୁ ଫେରିଲେ ବି ମୁଖ୍ୟମନ୍ତ୍ରୀ ହେବିନି, କାହିଁକି ଏମିତି କହିଲେ ଭକ୍ତ ଦାସ

ଭୁବନେଶ୍ୱର,୧୨ା୨: ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ। ବିନା ସର୍ତ୍ତରେ ସେମାନଙ୍କୁ ଗ୍ରହଣ କରାଯିବ। ଆସନ୍ତା ୧୮ରେ ଭୁବନେଶ୍ବର ଫେରିବି ବୋଲି ଭକ୍ତ କହିଛନ୍ତି।...

କ’ଣ ହେବ ‘ଇଣ୍ଡିଆ’ ମେଣ୍ଟର ଭବିଷ୍ୟତ: କଂଗ୍ରେସ ଏମ୍‌ପି କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି ନିର୍ବାଚନରେ ପରାସ୍ତ ହେବା ପରେ ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ଏହି ମେଣ୍ଟରେ ସାମିଲ ଅଧିକାଂଶ ଦଳ ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କୁ ସମର୍ଥନ କରିଥିଲେ। ଏସପି, ଟିଏମସି, ଆରଜେଡି...

ଲାଞ୍ଜିଗଡରେ କଂଗ୍ରେସର କର୍ମୀଙ୍କ ବିଶାଳ ଶୋଭାଯାତ୍ରା, ଅଞ୍ଚଳର ବିକାଶ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର

ଲାଞ୍ଜିଗଡ,୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ରବିବାର ଜିଲା କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ ସହିତ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିବା ବେଳେ ଲାଞ୍ଜିଗଡ଼ର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ...

କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ଦଳର ନୂଆ ଠିକଣା ’ଇନ୍ଦିରା ଭବନ’। ବୁଧବାର ଦଳର ନୂତନ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଛି। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଫିତା କାଟି ନୂତନ ମୁଖ୍ୟାଳୟର ଉଦଘାଟନ କରିଛନ୍ତି। ସେହିଭଳି ଦଳର ମୁଖ୍ୟ ମଲ୍ଲିକାର୍ଜୁନ...

‘ମୁଁ ସ୍ବପ୍ନରେ ଦେଖିଛି ଯେ ରାଷ୍ଟ୍ରପତି ଭବନ ତଳେ ଶିବଲିଙ୍ଗ ଅଛି’

ନୂଆଦିଲ୍ଲୀ,୩।୧: ସମ୍ଭଲ ଶାହି ଜାମା ମସଜିଦ୍‌ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତା ରସିଦ ଅଲଭି ବିବାଦୀୟ ବୟାନ ଦେଇଛନ୍ତି। ରାଷ୍ଟ୍ରପତି ଭବନ ତଳେ ଏକ ଶିବଲିଙ୍ଗ ରହିଥିବା ସେ ସ୍ବପ୍ନରେ ଦେଖିଛନ୍ତି। ସରକାର...

କଂଗ୍ରେସ ପୋଷ୍ଟରରେ ଭାରତ ମ୍ୟାପ୍‌ର ଅଧା, ଭାଜପା କହିଲା ଏହା ନୂଆ ମୁସ୍‌ଲିମ୍‌…

ନୂଆଦିଲ୍ଲୀ,୨୬ା୧୨: କଂଗ୍ରେସର ବେଲଗାଭି ଅଧିବେଶନରେ ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଭାରତର ମାନଚିତ୍ରକୁ ନେଇ ସାରା ଦେଶରେ ରାଜନୀତି ଉଷ୍ଣ ହୋଇଛି। ପୋଷ୍ଟରରେ କଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଯାଇଛି ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ଆଇଟି ସେଲ...

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭାରେ ବାବା ସାହେବ ଡ଼. ଆମ୍ବେଡ଼କରଙ୍କ ପ୍ରତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଭବାନୀପାଟଣାରେ ଦଳ ପକ୍ଷରୁ ଏକ...

ଅମିତ ଶାହାଙ୍କ ଇସ୍ତଫା ଦାବି କରି ଯୁବ କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର,୨୦ା୧୨(ସୁନୀଲ କୁମାର ମହାନ୍ତି): କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ ଆକ୍ରମଣ ଓ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ପଥରେ ଯିବାବେଳେ ଭାଜପା ଦଳର ଏମ୍‌ପିମାନେ ପ୍ରତିରୋଧ କରିବା ଅଭିଯୋଗ ନେଇ ଶୁକ୍ରବାର ବଲାଙ୍ଗୀର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image