Tag Archives: cuttack

ବିଜେଡି ଭାଜପା ବାହାଘର: ମୋଦି ବରକୁ ନବୀନ କନ୍ୟା

ନିଶ୍ଚିନ୍ତକୋଇଲି,୧୭।୨ (ଅଶୋକ କୁମାର ମହାପାତ୍ର ): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଦନ ମଣ୍ଡପରେ ଏକ ନିଆରା ବାହାଘର ଦେଖିବାକୁ ମିଳଛି। ଏହି ବାହାଘରକୁ କଂଗ୍ରସେ କର୍ମୀ ଆୟୋଜନ କରିଛନ୍ତି। କଂଗ୍ରେସ ପିସିସି ସଭ୍ୟ ପ୍ରଦୀପ୍ତ ଦାସ ଦାୟିତ୍ୱ ତୁଲାଇଛନ୍ତି।...

ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ମାମଲା: ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି ନିର୍ଦ୍ଦେଶ

କଟକ,୧୬ା୨(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ସେଥିରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଣନା ପାଇଁ ଗଠିତ ଉଚ୍ଚ ସ୍ତରୀୟ କମିଟିର ଅଧକ୍ଷ ନିଯୁକ୍ତି ୪ ସପ୍ତାହ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି...

କଟକରେ ନାବାଳିକାଙ୍କୁ ଟେକିନେଇ ଗଣବଳାତ୍କାର, ଏସସିବି ହସ୍ପିଟାଲରେ ଭର୍ତ୍ତି

କଟକ,୧୬।୨: ସରସ୍ବତୀ ପୂଜାରେ ଅଭାବନୀୟ ଘଟଣା। ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଟେକିନେଇ ଗଣଦୁଷ୍କର୍ମ କରିଥିବା ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ମଧୁପାଟଣା ଥାନାରେ ଏ ସଂକ୍ରାନ୍ତରେ ପୀଡ଼ିତା ବୟାନ ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ...

ଏସବୁ ଜିଲାକୁ ପ୍ରଥମେ ପଠଗଲା ମାଟ୍ରିକ ପ୍ରଶ୍ନପତ୍ର, ଜାଣନ୍ତୁ ଆପଙ୍କ ଜିଲା ଅଛିକି ନାହିଁ

କଟକ,୧୩।୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ ତାରିଖରେ ହେବ । ଏନେଇ ସୋମବାରଠାରୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ୭ ଜିଲାକୁ ପଠାଯାଇଛି। ଏହି ସବୁ ଜିଲା ଗୁଡ଼ିକ ହେଲା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନୂଆପଡ଼ା...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ ଗୋଡରେ ଗୁଳି ବାଜିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ...

ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ, ସଫା କରିଦେଲେ ଦେଢ଼ କୋଟି

ଆଠଗଡ଼,୧୦।୧୧: ଦିନ ଦ୍ୱିପ୍ରହରରେ ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ଅଞ୍ଚଳରେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ତିଗିରିଆ ଥାନା ଗୋଡ଼ିଝରିଆ ନୂଆ ରାସ୍ତାରୁ ଏହି ଲୁଟ୍...

ହାତିଆ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ମାର୍ଶାଘାଇ, ୨୯।୯(ଡି.ଏନ.ଏ):କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ହାତିଆ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟଚାଲାଣ କରିଛି ମାର୍ଶାଘାଇ ପୋଲିସ। ଏକ ଗତ ୧୮ରେ ହାତିଆ ଗୁଳିକାଣ୍ଡ ଘଟଣାରେ ଗଗନ ସାହୁ ନାମକ ଜଣେ ଔଷଧ ବ୍ୟବସାୟୀ ମୃତ୍ୟୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri