ବିଷାକ୍ତ ଦୟା ନଦୀ ପାଣି: ଚାରି ଜଣଙ୍କ ମୃତ୍ୟୁ ପରେ ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର,୨୦।୧: ପୁରୀ ଜିଲାର ସ୍ୱାସ୍ଥ୍ୟ ବିଭାଗ ସୋମବାର ଦୟା ନଦୀର ପାଣି ସମ୍ପୂର୍ଣ୍ଣ ପ୍ରଦୂଷିତ ବୋଲି ନିଶ୍ଚିତ କରିଛି ଏବଂ ସ୍ଥାନୀୟ ଲୋକଙ୍କୁ ଏହାକୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି। ଗତ 15 ଦିନରେ ଜିଲାର କଣାସ ବ୍ଲକର...