Advertisement

dead

ଯାତ୍ରା ଦେଖି ଫେରିବାବେଳେ ଓଲଟିଲା ଟ୍ରାକ୍ଟର: ଜଣଙ୍କ ଜୀବନ ଗଲା, ଏକାଧିକ ଆହତଯାତ୍ରା ଦେଖି ଫେରିବାବେଳେ ଓଲଟିଲା ଟ୍ରାକ୍ଟର: ଜଣଙ୍କ ଜୀବନ ଗଲା, ଏକାଧିକ ଆହତ

ଯାତ୍ରା ଦେଖି ଫେରିବାବେଳେ ଓଲଟିଲା ଟ୍ରାକ୍ଟର: ଜଣଙ୍କ ଜୀବନ ଗଲା, ଏକାଧିକ ଆହତ

ତୁମୁଡ଼ିବନ୍ଧ,୨୭ା୨(ଦୀପକ ପରାସେଠ): ସମସ୍ତ ଶୈବପୀଠରେ ଜାକଜକମରେ ଶିବରାତ୍ରି ପାଳନ ହେଉଥିବାବେଳେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତର ଅବସ୍ଥିତ ଶୈବପୀଠରେ ମଧ୍ୟ ପାଳନ ହୋଇଥିଲା ଶିବରାତ୍ରି ଏବଂ…

2 months ago
ଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେ

ଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେ

ଭୋଗରାଇ,୧ା୨(ପ୍ରଦୀପ ଦାସ): ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ ଓ ଗାଡିଚାଳକ। ଭଦ୍ରକ ରାଣୀତାଲ ଜାତୀୟ ରାଜପଥରେ…

3 months ago
ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ ପିପିଲି…

7 months ago
ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ

ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ

ନିରାକାରପୁର,୨୯ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା…

8 months ago
ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀ ବସ୍‌ ସୁଇପରଙ୍କ ଜୀବନଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀ ବସ୍‌ ସୁଇପରଙ୍କ ଜୀବନ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀ ବସ୍‌ ସୁଇପରଙ୍କ ଜୀବନ

ଲୋଇସିଂହା,୧୭ା୮(ସୁଶାନ୍ତ ବାରିକ): ବଲାଙ୍ଗୀର-ବରଗଡ଼ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ…

8 months ago
ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌, କୁନି ପୁଅ ଆଗରେ ଚାଲିଗଲା ମା-ବାପାଙ୍କ ଜୀବନବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌, କୁନି ପୁଅ ଆଗରେ ଚାଲିଗଲା ମା-ବାପାଙ୍କ ଜୀବନ

ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌, କୁନି ପୁଅ ଆଗରେ ଚାଲିଗଲା ମା-ବାପାଙ୍କ ଜୀବନ

ଉମରକୋଟ,୧୨ା୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟର କୁନ୍ଦେଇ ଥାନା ରାବଣାଗୁଡ଼ା ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍‌ ଉପରେ ଏକ ଟ୍ରକ୍‌…

9 months ago
ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୩ ଆହତଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୩ ଆହତ

ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୩ ଆହତ

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା…

9 months ago
ଚାପିଦେଲା ଟ୍ରକ୍‌, ଚାଲିଗଲା ବାପା-ପୁଅଙ୍କ ସହ ୩ ଜୀବନଚାପିଦେଲା ଟ୍ରକ୍‌, ଚାଲିଗଲା ବାପା-ପୁଅଙ୍କ ସହ ୩ ଜୀବନ

ଚାପିଦେଲା ଟ୍ରକ୍‌, ଚାଲିଗଲା ବାପା-ପୁଅଙ୍କ ସହ ୩ ଜୀବନ

କେନ୍ଦୁଝର,୫ା୮: କେନ୍ଦୁଝର ଜିଲାର ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପା-ପୁଅଙ୍କ ସହିତ ପଡ଼ୋଶୀ ଘରର ପିଲା…

9 months ago
ସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବା ପାଇଁ ଯାଇଥିଲେ ଯୁବକ, ଖସିପଡ଼ି ଚାଲିଗଲା ଜୀବନସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବା ପାଇଁ ଯାଇଥିଲେ ଯୁବକ, ଖସିପଡ଼ି ଚାଲିଗଲା ଜୀବନ

ସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବା ପାଇଁ ଯାଇଥିଲେ ଯୁବକ, ଖସିପଡ଼ି ଚାଲିଗଲା ଜୀବନ

ରାଇକିଆ,୨୧ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମଣ୍ଡାସରଠାରୁ ୫ କିମି ଦୂର ମଣ୍ଡକୁଟି ପାହାଡ଼ ଉପରୁ ଖସିପଡ଼ି ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣକ…

9 months ago
ଝାଡ଼ାବାନ୍ତିରେ ଚାଲିଗଲା ଜଣଙ୍କର ଜୀବନଝାଡ଼ାବାନ୍ତିରେ ଚାଲିଗଲା ଜଣଙ୍କର ଜୀବନ

ଝାଡ଼ାବାନ୍ତିରେ ଚାଲିଗଲା ଜଣଙ୍କର ଜୀବନ

ମାଥିଲି,୧୩ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତ କୋପ୍ରା ଗାଁ ମାଡିସାହିରେ ୧୭ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮…

10 months ago
ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ, ତାତିଲେ ଲୋକେମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ, ତାତିଲେ ଲୋକେ

ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ, ତାତିଲେ ଲୋକେ

ପୁରୁଷୋତ୍ତମପୁର,୧୨ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀଛକଠାରେ ଡ୍ରେନ୍‌ରେ ପଡ଼ି ଗୁରୁବାର ରାତିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ପିଛୁଲି…

10 months ago
ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ

ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଟଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମାଙ୍କଡା ନଦୀରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତଦେହ ପୋଲିସ…

10 months ago